ବାରିପଦାରେ ଏକ ଗହଣା ଦୋକାନରୁ ଲୁଟ୍, ସଟର କାଟି ୨୫ କେଜି ରୁପା ଓ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ‌‌

ଭୟୁରଭଞ୍ଜ: ବାରିପଦାରେ ଏକ ଗହଣା ଦୋକାନରୁ ଲୁଟ୍‌ । ସଟର କାଟି ୨୫ କେଜି ରୁପା, ୭ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ବାରିପଦା ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା କେପିଡି ଜୁଏଲର୍ସ ଦୋକାନରୁ ଚୋରି ହୋଇଛି ।

ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି । ସିସିଟିଭି ଫଉଟେଜ ଆଧାରରରେ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.