ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ
ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପୋକଶୋ କୋର୍ଟ ଫୁଲବାଣୀ ଅଭିଯୁକ୍ତ ବିଜୟ କୁମାର ନାୟକ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨0 ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି I
ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପୋକଶୋ କୋର୍ଟ ଫୁଲବାଣୀ ଅଭିଯୁକ୍ତ ବିଜୟ କୁମାର ନାୟକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨0 ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି I ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ରାୟ ଶୁଣାଇଲେ ମାନ୍ୟବର ସ୍ୱତନ୍ତ୍ର ପୋକସୋ କୋର୍ଟ ର ବିଚାରପତି ସଂଜିତ କୁମାର ବେହେରା I