ମାହାଙ୍ଗା : ମାନିବକତା ହରାଇଲା ମଣିଷ, ମାଂସରେ ବିଷ ଦେଇ ମାରିଲା ୫୦ରୁ ଊର୍ଦ୍ଧ୍ବ କୁକୁର ଓ ବିଲୁଆ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ମାହାଙ୍ଗା ଭଉଁରିୟା ପଞ୍ଚାୟତ ନହଙ୍ଗ ଗ୍ରାମରେ କେହି ବ୍ଯକ୍ତି ୫୦ରୁ ଊର୍ଦ୍ଧ୍ବ କୁକୁର ଏବଂ ବିଲୁଆକୁ ବିଷ ଦେଇ ମାରିଥିବା ନେଇ ଥାନାରେ ଏତଲା ଦେଲେ ସରପଞ୍ଚ ଓ ଗ୍ରାମବାସୀ। ସୂଚନା ମୁତାବକ ଗତ ୧୯ ତାରିଖରେ ନହଙ୍ଗ ଗ୍ରାମର ୨ଜଣ ବ୍ଯକ୍ତି ମାଂସରେ ବିଷ ପୁରାଇ ବିଲରେ ରଖି ଦେଇଥିଲେ। ଯାହାଫଳରେ ସେହି ଫଳରେ ସେହି ମାଂସକୁ ଯେଉଁ କୁକୁର ଏବଂ ବିଲୁଆ ଖାଇଲେ ସେମାନେ ମରିଗଲେ। ଏନେଇ ମାହାଙ୍ଗା ଥାନାରେ ନହଙ୍ଗ ଗ୍ରାମର ୨ଜଣ ବ୍ଯକ୍ତିଙ୍କ ନାଁରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.