Below header

କଟକ ଗୋପାଳପୁର ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି: ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନରସିଂହପୁର: ବନ୍ଧୁକ ମୁନରେ ଲୁଟ୍‌ । ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । କଟକ ଜିଲ୍ଲା ବଡ଼ମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି ହୋଇଛି ।

ଏକ କଳା ମୋଟର ସାଇକେଲରେ କିଛି କର୍ମଚାରିଙ୍କୁ ଆକ୍ରମଣ କରିବା ସହ ଟଙ୍କା ଧରି ଛୁ ମାରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.