Browsing Tag

petrol pump loot

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ : ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା

କେନ୍ଦୁଝର (କେନ୍ୟୁଜ): ଫାଙ୍କା ଗୁଳିମାଡ଼ କରି ଲୁଟି ନେଲେ ୫ ଲକ୍ଷ ଟଙ୍କା । କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରୁ ବଡ଼ ଧରଣର ଲୁଟ୍ ହୋଇଛି । ଗତକାଲି ସ୍ଵପ୍ନେଶ୍ୱର ଫିଲିଂ ଷ୍ଟେସନରେ ସିସିଟିଭି ଭାଙ୍ଗି ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୫ ରାଉଣ୍ଡ ଫାଙ୍କା ଗୁଳିମାଡ଼…

ପେଟ୍ରୋଲ ପମ୍ପରେ ଏହି ଡିଭାଇସ ଆପଣଙ୍କୁ ଦେଇପାରେ ଚକମା, ଆଖି ପିଛୁଳାକେ ଲାଗିପାରେ ଚୂନ

ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଭର୍ତ୍ତି କରିବା ବେଳେ ସାବଧାନ ରୁହନ୍ତୁ । ନଚେତ ଆପଣଙ୍କୁ ଚକମା ଦେବାରେ ବେଶୀ ସମୟ ଲାଗିବନି । ଆଖି ପିଛୁଳାକେ ପେଟ୍ରୋଲ ପମ୍ପ ଆଟେଣ୍ଡାଣ୍ଟ ଅପାଣଙ୍କୁ ଠକି ଦେଇପାରେ । କାରଣ ବର୍ତ୍ତମାନ ମାର୍କେଟରେ ଏକ ନୂଆ ହାଇଟେକ୍ ଟେକନିକ ଜରିଆରେ ଠକି ନେଉଛନ୍ତି…

ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ୪୫ ହଜାର ଟଙ୍କା ସହିତ ମୋବାଇଲ୍ ନେଇ ଛୁ ମାରିଲେ ଲୁଟେରା

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ସ୍ଥିତ ଲକ୍ଷ୍ମୀ ଡୁଙ୍ଗରି ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଡକାୟତି । ଭୁଜାଲି ମୁନରେ ଦୁର୍ବୁତ୍ତ ମାନେ ଏହି ଡକାୟତି କରିଥିବା ଜଣାପଡିଛି। ପୋଲିସର ସୂଚନା ଅନୁସାରେ ଗତ ରାତି ପ୍ରାୟ ୨.୫୦ମିନିଟରେ ପେଟ୍ରୋଲ ପମ୍ପରେ ତିନି ଜଣ…

ପେଟ୍ରୋଲ ପମ୍ପରୁ ଲୁଟ୍‌: ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମାରି ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୋର(କେନ୍ୟୁଜ୍): ପେଟ୍ରୋଲ ପମ୍ପରୁ ଲୁଟ୍‌ । ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟିନେଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ । ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍‌ । ଲୁଟ ସମୟର…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ଲକ୍ଷ

କେନ୍ଦୁଝର(କେନ୍ୟୁଜ୍): ପେଟ୍ରୋଲ ପମ୍ପରୁ ଲୁଟ୍।  କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଦୁଇଟି ମୋଟର ସାଇକଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହାପରେ ତେଲ ଦେଉଥିବା କର୍ମଚାରୀ ଓ…

ପେଟ୍ରୋଲ ଟାଙ୍କିରେ ଫାଙ୍କା ଗୁଳି ଚଳାଇ ଲୁଟ୍, ୨ଲକ୍ଷ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ଯୁଜ୍): ଲୁଟ୍‌ ର  ଲାଇଭ୍ ଭିଡିଓ। ଆସିଲେ ଆଉ ବନ୍ଧୁକ ମୁନରେ ଲୁଟିନେଲେ। ଏଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରୀ ପେଟ୍ରୋଲ ଟାଙ୍କିରି। ଯେଉଁଠି ଫାଙ୍କା ଗୁଳି ଚଳାଇ ଲୁଟ୍‌ କରିଛନ୍ତି ଲୁଟେରା। ପାଖାପାଖି ୨ଲକ୍ଷ ୫୦ହଜାର ଲୁଟି ନେଲେ ୩ ଜଣ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଡ଼କାୟତି, ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ

ସୋର(କେନ୍ଯୁଜ୍): ପେଟ୍ରୋଲ ପମ୍ପରେ ଡକାୟତି । ବନ୍ଧୁକ ଦେଖାଇ ଭୟଭୀତ କରି ମହାବୀର ପେଟ୍ରୋଲ ପମ୍ପରୁ ଲୁଟ୍। ସିସି କେମେରାରେ କଏଦ ହେଲା ଲୁଟର ସମସ୍ତ ଦ୍ରୁଶ୍ଯ। ୧୬ନଂ ଜାତୀୟ ରାଜପଥ ଉତ୍ତରଶ୍ୱର ନିକଟ ମହାବୀର ପେଟ୍ରୋଲ ପମ୍ପରୁ ଗତରାତି ୧୧ଟାରେ ୩୦ ହାଜରରୁ ଅଧିକ ଟଙ୍କା ଲୁଟ୍ ହୋଇଛି।…

ବନ୍ଧୁକ ମୂନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଭିଜୁଆଲ

ବାରିପଦା(କେନ୍ଯୁଜ୍): ବନ୍ଧୁକ ମୂନରେ ପେଟ୍ରୋଲ ପମ୍ପରୁ ଲୁଟ୍। ଲୁଟର ଭିଜୁଆଲ ସିସିଟିଭିରେ କଏଦ। ଗତକାଲି ରାତିରେ ମୟୂରଭଞ୍ଜ ଖୁଣ୍ଟାଥାନା ପୁରୁଣା ବାରିପଦାର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ। ତିନିଜଣ ଲୁଟେରା ବାଇକରେ ଆସି ତେଲ ଦେଉଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ…

କଟକ: ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ଦେଖାଇ ଲୁଟିନେଲେ ୩ ଲୁଟେରା, ସିସିଟିଭିକୁ କରିଦେଲେ ଗୁଣ୍ଡ

ଚୌଦ୍ବାର(କେନ୍ୟୁଜ୍):  କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ କଡରେ ଥିବା ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ମୁନରେ ଲୁଟ କରିବା ସହ କର୍ମଚାରୀ ଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ଅଫିସ ରୁମରେ ପଶି…

ବାଇକ୍‌ରେ ଆସିଲେ, ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ

ଆଠଗଡ(କେନ୍ଯୁଜ୍): ବାଇକ୍‌ରେ ଆସିଲେ, ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ। ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଛକ ନିକଟ ଏଚ୍‌ପି ପେଟ୍ରୋଲ ପମ୍ପ୍‌ରୁ ଡକାୟତି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ପେଟ୍ରୋଲ ଦେଉଥିବା କର୍ମଚାରୀଙ୍କୁ…

ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁର(କେ.ନ୍ୟୁଜ): ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜେନାପୁର ଥାନା କବାଟବନ୍ଧ ଛକ ନିକଟରେ। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା । ଆଜି…

କଟକ ଗୋପାଳପୁର ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି: ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନରସିଂହପୁର: ବନ୍ଧୁକ ମୁନରେ ଲୁଟ୍‌ । ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । କଟକ ଜିଲ୍ଲା ବଡ଼ମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି ହୋଇଛି । ଏକ କଳା ମୋଟର ସାଇକେଲରେ କିଛି କର୍ମଚାରିଙ୍କୁ ଆକ୍ରମଣ କରିବା ସହ ଟଙ୍କା ଧରି…