ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶରେ ଏସ ଆଇ ଭାଗ୍ଯଲତା ଦାଶ ଓ ଟିମ୍‌ ପେଟ୍ରୋଲିଁ କରିବା ସମୟରେ ରମେଶ ଟିକିଲିମା ଗ୍ରାମ ରାସ୍ତାରେ ୧୮ଟି ପ୍ଲାଷ୍ଟିକ ଅଖା ଥିବା ଦେଖିବାକୁ ପାଇଥିଲେ ।

ମୋହନା : ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶରେ ଏସ ଆଇ ଭାଗ୍ଯଲତା ଦାଶ ଓ ଟିମ୍‌ ପେଟ୍ରୋଲିଁ କରିବା ସମୟରେ ରମେଶ ଟିକିଲିମା ଗ୍ରାମ ରାସ୍ତାରେ ୧୮ଟି ପ୍ଲାଷ୍ଟିକ ଅଖା ଥିବା ଦେଖିବାକୁ ପାଇଥିଲେ ।

ଉକ୍ତ ବସ୍ତାକୁ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା।  ଗଞ୍ଜେଇକୁ ଜବତ କରାଯାଇ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତ ରେ ଓଜନ କରାଯାଇଥିଲା । ଯାହାର ପରିମାଣ ୫୫୮କିଲୋ ୮ ଶହ ଗ୍ରାମ ହେଇଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୨୮ ଲକ୍ଷ୍ ଟଙ୍କା ହେବ ବୋଲି ଆଡବ ଥାନା ଅଧିକାରୀ ସୁଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.