Below header

ପୁଣି ଅସୁରକ୍ଷିତ ଗଜରାଜ୍,  କେନ୍ଦୁଝରରେ ମା ଓ ଛୁଆ ହାତୀ ମୃତ

ବାଂଶପାଳ(କେନ୍ୟୁଜ୍):  କେନ୍ଦୁଝର ବନ ଖଣ୍ଡ,ଭୂୟାଁ ଜୁଆଙ୍ଗ ପୀଢ଼,କୁଶକଳା ବିଟ୍ ଅଧିନରେ ରହିଥିବା ରବ ଜଙ୍ଗଲରେ ସୋମବାର ମା ଓ ଛୁଆ ହାତୀର ମୃତ ଦେହ ଠାବ ହୋଇଛି।

କେବେ ଓ କେଉଁ ପରିସ୍ଥିତିରେ ଦୁଇ ହାତୀର ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ। ହାତୀଦ୍ଵୟକୁ ହତ୍ୟା କରାଯାଇଛି ଅଥବା ମୃତ୍ୟୁର ଅନ୍ଯ କଣ କାରଣ ରହିଛି କିଛି ସ୍ପଷ୍ଟ ଜଣା ପଡିନଥିବାବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.