ଆଜି କୋର୍ଟରେ ହାଜର ହେବ ନାହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପଳ ଦାସ
ଆଜି କୋର୍ଟରେ ହାଜର ହେବ ନାହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପଳ ଦାସ । ରିଟ ପିଟିସନ ଉପରେ କାଉଣ୍ଟର ଫାଇଲ କରିବେ ପବ୍ଲିକ ପରସିକ୍ୟୁଟର।

ଆଜି କୋର୍ଟରେ ହାଜର ହେବ ନାହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପଳ ଦାସ । ରିଟ ପିଟିସନ ଉପରେ କାଉଣ୍ଟର ଫାଇଲ କରିବେ ପବ୍ଲିକ ପରସିକ୍ୟୁଟର। ଆଜି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଠାରେ ଗୋପଳର ରିଟ ପିଟିସନ ଉପରେ କାଉଣ୍ଟର କରିବେ Public Prosecutor ବୋଲି ଗୋପାଳ ଓକିଲ ସୁନୀଲ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।
ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଆଜି ରିଟ ପିଟିସନ ଉପରେ କାଉଣ୍ଟର କରିବେ Public Prosecutor। ଗତ ୯ତାରିଖରେ ଗୋପଳ ଦାସ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଠାରେ ଗୋପଳ ଦାସ ହାଜର ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଟ୍ରାଇଲ ଆରମ୍ଭ ହୋଇନାହିଁ। ଆଜି କାଉଣ୍ଟର କରିବା ପରେ ଆଗମୀ ତାରିଖ ମାନ୍ୟବର କୋର୍ଟ ପ୍ରଦାନ କଲେ ହାଜର ହେବ ଅଭିଯୁକ୍ତ ଗୋପଳ ଦାସ ବୋଲି ଗୋପଳ ଓକିଲ କହିଛନ୍ତି।