ସମ୍ବଲପୁର ରେଞ୍ଜ ଆଇଜି ଭାବେ ନରସିଂହ ଭୋଳ ଏବଂ ନୂଆ ଏସପି ଭାବେ ବି.ଗଙ୍ଗାଧର ନିଯୁକ୍ତ

ସମ୍ବଲପୁର : ସମ୍ବଲପୁର ରେଞ୍ଜ ଆଇଜି ଭାବେ ଯୋଗ ଦେଲେ ନରସିଂହ ଭୋଳ । ସେହିପରି ସମ୍ବଲପୁର ଜିଲ୍ଲାର ନୂଆ ଏସପି ଭାବେ ବି. ଗଙ୍ଗାଧର ଯୋଗ ଦେଇଛନ୍ତି ।

ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଏସପି ନିଯୁକ୍ତି ପରେ ନିଶା କାରବାର ରୋକିବା, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଜନତାଙ୍କ ମତାମତ ଲୋଡି ଆଗାମୀ ଦିନରେ ପ୍ରଭାବୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.