ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା IIC, ଦୁଇଟି ସ୍ଥାନରେ ଚାଲିଛି ରେଡ୍

ନରସିଂହପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଥାନା IIC। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍‌ସ ଜାଲରେ ନରସିଂହପୁର ଥାନା IIC ଅଲେଖ କୁମାର ଗରଡିଆ। କେସ୍‌ ରଫାଦଫା କରିବା ପାଇଁ ସେ ନବ କିଶୋର ନାଏକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ ।

ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ନରସିଂହପୁର ସ୍ଥିତ ସରକାରୀ ବାସଭବନ ଓ ସମ୍ବଲପୁର ସ୍ଥିତ ପୈତୃକ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.