ପ୍ରକାଶ ପାଇଲା ୨୦୨୦ର ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ, ୩୯୨ ଜଣ ପାସ୍

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ୨୦୨୦ର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେଜଲ୍ଟ, ଉତ୍ତୀର୍ଣ୍ଣ ହୋଇଛନ୍ତି ମୋଟ ୩୯୨ ଜଣ। ଉତ୍ତୀର୍ଣ୍ଣ ୩୯୨ରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ତିନୋଟି ସ୍ଥାନ ନେଇଛନ୍ତି ଛାତ୍ରୀ। ତେଜସ୍ବିନୀ ବେହେରା ହେଲେ OAS ଟପ୍ପର। ଶଭଙ୍କରୀ ସୁଦେଷ୍ଣା ଦାସ ଦ୍ବିତୀୟ ସ୍ଥାନ ଓ ଅନନ୍ୟା ସୃଷ୍ଟି ଶତପଥ ୩ୟ ସ୍ଥାନ ନେଇଛନ୍ତି। ୪ର୍ଥରେ ଦେବବ୍ରତ କର, ୫ମ ଦେବବ୍ରତ ମହାରଣା । ୬ଷ୍ଠରେ ଅଭିସ୍ମିତା ତିଓ୍ଵାରୀ, ୭ମରେ ଶୁଭଶ୍ରୀ ରଥ । ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ । ଦଶମ ସ୍ଥାନରେ ଅଛନ୍ତି ତାପତୀ ରାଜ।

ପ୍ରଥମ ୨୦ ଜଣ
୧. ତେଜସ୍ୱିନୀ ବେହେରା
୨. ଶୁଭଙ୍କରୀ ସୁଦେଷ୍ଣା ଦାସ
୩. ଅନନ୍ୟା ସୃଷ୍ଟି ଶତପଥୀ
୪. ଦେବବ୍ରତ କର
୫. ଦେବବ୍ରତ ମହାରଣା
୬. ଅଭିସ୍ମିତା ତିୱାରୀ
୭. ଶୁଭଶ୍ରୀ ରଥ
୮. ଶ୍ରୀତପା ମିଶ୍ର
୯. ବିବେକାନନ୍ଦ ଷଡ଼ଙ୍ଗୀ
୧୦. ତପତି ରାଜ
୧୧. ପଙ୍କଜ କୁମାର ମହାନ୍ତ
୧୨. ତନ୍ମିତା କର
୧୩. ଅଭିଜିତ ଷଡ଼ଙ୍ଗୀ
୧୪. କସ୍ତୁରୀ ପଣ୍ଡା
୧୫. ବିଭୁପ୍ରସାଦ ସିଂହ
୧୬. ବିଶ୍ୱଜିତ ପଣ୍ଡା
୧୭. ହରପ୍ରିୟା ପୃଷ୍ଟି
୧୮. ରାମକୃଷ୍ଣ ସତ୍ୟରାଜ ଗୁରୁ
୧୯. ଅଣାକାର ନାୟକ
୨୦. ଲିତୁସ୍ମିତା ମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.