ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ଵା, ଜଣେ ମୃତ

ଘଡିଆମାଳ ନୂଆଗାଁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ଵା। ଘଟଣା ସ୍ଥଳରେ ସ୍କୁଟି ଚାଳକ। ମୃତକ ହେଲେ ନୂଆଗାଁ ର ହରିଶ୍ଚନ୍ଦ୍ର ପାଣ୍ଡବ । ଘଟଣା ସ୍ଥଳରେ ଉତ୍ତେଜନା ।

ରାଜନଗର (କେନ୍ୟୁଜ୍‌ ଓଡ଼ିଶା) : ଘଡିଆମାଳ ନୂଆଗାଁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ଵା। ଘଟଣା ସ୍ଥଳରେ ସ୍କୁଟି ଚାଳକ। ମୃତକ ହେଲେ ନୂଆଗାଁ ର ହରିଶ୍ଚନ୍ଦ୍ର ପାଣ୍ଡବ । ଘଟଣା ସ୍ଥଳରେ ଉତ୍ତେଜନା । ରାଜନଗର ଭିତରକନିକା ମୁଖ୍ୟ ରାସ୍ତାର ନୂଆଗାଁ ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.