ପଦ୍ମପୁର ଉପନିର୍ବାଚନ ଭୋଟ ଶେଷ: ୮୦.୦୫ ପ୍ରତିଶତ ହୋଇଛି ମତଦାନ

କେନ୍ୟୁଜ୍(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଶେଷ । କଡ଼ା ସୁରକ୍ଷା ଭିତରେ ସରିଛି ଭୋଟ୍‌ ଗ୍ରହଣ । ଶେଷ ଖବର ସୁଦ୍ଧା ୮୦.୦୫ ପ୍ରତିଶତ   ମତଦାନ ହୋଇଛି । ଏଥିସହ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.