Below header

ଭିଜିଲାନ୍ସ ଜାଲରେ ପଦ୍ମପୁର ଚକ୍ଷୁ ବିଭାଗର ଟେକ୍ନିସିଆନ୍

ବରଗଡ(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ପଦ୍ମପୁର ଚକ୍ଷୁ ବିଭାଗର ଟେକ୍ନିସିଆନ । ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ।

ସେ ପଦ୍ମପୁର ଡାକ୍ତରଖାନାର ଚକ୍ଷୁବିଭାଗ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଅଛନ୍ତି । ସମ୍ବଲପୁର , ବରଗଡ ଓ ସୋନପୁର ର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ ଏକ କାଳୀନ ଭାବରେ ପଦ୍ମପୁର କଲେଜରୋଡ଼ ସ୍ଥିତ ଘର ଓ ତାଙ୍କ ପୈତୃକ ଘର ଟାଲ ଠାରେ ଚଢାଉ ଜାରି ରହିଛି । ତାଙ୍କର ବ୍ୟାଙ୍କ ଅକାଉଣ୍ଟ ,ସୁନା ଗହଣା ଏବଂ ଜମି ପଟା ମାନ ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.