Below header

କରୋନା ଲଢେଇରେ ପାଓ୍ଵାରଫୁଲ୍‌ ପଖାଳ !, ଶକ୍ତି ଯୋଗାଇବା ସହ ବଢାଉଛି ରୋଗପ୍ରତିରୋଧକ ଶକ୍ତି

କେନ୍ୟୁଜ୍(ବ୍ୟୁରୋ):  ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ପଖାଳ । ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଏହା ଜଣାପଡିଛି । ତୋରାଣିରେ ରହିଛି ଲାକ୍ଟୋ-ବାସିଲସ ଭଳି ସକାରାତ୍ମକ ଜୀବାଣୁ । ଯାହାକି ଶରୀରରେ ପାଚନ ପ୍ରକ୍ରିୟାରେ ସହାୟକ ହୁଏ । ଏହା ସହ ତୋରାଣିରେ ରହିଛି ସର୍ଟ ଚେନ୍‌ ଫ୍ୟାଟି ଏସିଡ୍‌ ।

pakhala1

ଯାହାକି ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ଏମ୍ସ ଭୁବନେଶ୍ୱର ବାୟୋକେମେଷ୍ଟ୍ରି ବିଭାଗର ଆଡିସିନାଲ ପ୍ରଫେସର ଡାକ୍ତର ବାଲାମୁରୁଗାନ୍‌ ରାମଦାସଙ୍କ ଟିମ ପଖାଳ ଉପରେ ୨୦୧୯ରୁ ଗବେଷଣା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.