ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଚିତ୍ର, ସୁରକ୍ଷାକର୍ମୀଙ୍କ ସହ ନକ୍ସଲଙ୍କ ଗୁଳି ବିନିମୟ

ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଚିତ୍ର। ବିଜାପୁର ବିଧାନସଭା ନିର୍ବାଚନ ସମୟରେ ଗଙ୍ଗାଲୁରର ମାର୍ଗ ପଦେଡାର ଦକ୍ଷିଣରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ଖସି ପଳାଉଛନ୍ତି ନକ୍ସଲ । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ମାଲକାନଗିରି (କେନ୍ୟୁଜ): ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଚିତ୍ର। ବିଜାପୁର ବିଧାନସଭା ନିର୍ବାଚନ ସମୟରେ ଗଙ୍ଗାଲୁରର ମାର୍ଗ ପଦେଡାର ଦକ୍ଷିଣରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ଖସି ପଳାଉଛନ୍ତି ନକ୍ସଲ । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୋଲିସର ଅମ୍ବୁସରେ ଫସିଥିଲେ ମାଓବାଦୀ। ପୋଲିସର ଏନକାଉଣ୍ଟରରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୨ ଜଣ ଆହତଙ୍କୁ ଭାରରେ ବୋହି ନେଉଛନ୍ତି ମାଓବାଦୀ। ଯାହାର ଚିତ୍ର ପୋଲିସର ଡ୍ରୋନ କ୍ୟାମେରାରେ କଏଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.