କିଟ୍ ଓ କିସ୍ ରେ ମହା ଆଡମ୍ବରରେ ପାଳିତ ସରସ୍ବତୀ ପୂଜା

କିଟ୍ ଓ କିସରେ ସରସ୍ବତୀ ପୂଜା ମହା ଆଡମ୍ବରରେ ପାଳିତ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ।

ଭୁବନେଶ୍ୱର (କେନ୍ୟୁଜ୍‌) : କିଟ୍ ଓ କିସରେ ସରସ୍ବତୀ ପୂଜା ମହା ଆଡମ୍ବରରେ ପାଳିତ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କୁନି କୁନି ପିଲାମାନେ ସରସ୍ବତୀଙ୍କ ବନ୍ଦନା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଏହି ଅବସରରେ ଡକ୍ଟର ସାମନ୍ତ କିସ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ । ସେହିପରି କିଟ ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ବେଶ୍ ଧୁମଧାମରେ ସରସ୍ବତୀ ପୂଜା ପାଳନ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.