Below header
Browsing Tag

KITT

କିଟ୍ ଓ କିସ୍ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ କିଟ୍ ଓ କିସ୍ ପକ୍ଷରୁ ଆଜି ପାଳନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।…

କିମ୍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର, ଉଦଘାଟନ କଲେ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍‌): ଭୁବନେଶ୍ବରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ଉଦଘାଟିତ ହୋଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦ୍ଘାଟନ କରିଛନ୍ତି । ମୃତ୍ୟୁର କାରଣ ପାଲଟୁଥିବା…

କିଟ୍‌ ବିଶ୍ଵବିଦ୍ୟାଳୟରେ ଆରମ୍ଭ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ

ଭୁବନେଶ୍ୱର (କେନ୍ୟୁଜ) : କିଟ୍‌ ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ବ୍ଲୁ ଇକୋନୋମି ନେସନାଲ କନଫରେନ୍ସ ଆରମ୍ଭ। ସମୁଦ୍ରକୁ ନେଇ କିଭଳି ଅର୍ଥନୀତି ଅଭିବୃଦ୍ଧି ହୋଇପାରିବ ତା ଉପରେ ଆଲୋଚନା ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଭାରତ ତଥା…

କିଟ୍ ଓ କିସ୍ ରେ ମହା ଆଡମ୍ବରରେ ପାଳିତ ସରସ୍ବତୀ ପୂଜା

ଭୁବନେଶ୍ୱର (କେନ୍ୟୁଜ୍‌) : କିଟ୍ ଓ କିସରେ ସରସ୍ବତୀ ପୂଜା ମହା ଆଡମ୍ବରରେ ପାଳିତ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କୁନି କୁନି ପିଲାମାନେ ସରସ୍ବତୀଙ୍କ ବନ୍ଦନା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।…

ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍): ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଉଛି । ୧୭ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କୌଶଳ ବିକାଶ ଓ ଔଦ୍ୟୋଗିକୀ ବିଭାଗ…