ଏମ୍ସ ରୋଡ୍‌ରେ ସିରିଜ୍‌ ଚୋରି: ୪ଟି ଔଷଧ ଦୋକାନରୁ ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଏମ୍ସ ରୋଡ୍‌ରେ ସିରିଜ୍‌ ଚୋରି । ଭୁବନେଶ୍ୱର ଏମ୍ସ ରାସ୍ତାରେ ୪ଟି ଔଷଧ ଦୋକାନରୁ ଏକକାଳୀନ ଚୋରି। ଟଙ୍କା ଓ ଦାମୀ ମେଡିସିନ୍‌ ନେଇଗଲେ ଚୋର। ଚୋରି ଟଙ୍କା ଓ ଦାମୀ ମେଡିସିନ୍‌ ମିଶି ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ଘଟଣାସ୍ଥଳରେ ଖଣ୍ଡିଗିରି ଥାନା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.