Below header

ଯୁକ୍ତ ତିନି ପରୀକ୍ଷାରେ ଅର୍ଥନୀତିରେ ଟପ୍ପର ହୋଇଛନ୍ତି ଆନନ୍ଦପୁର ମହାବିଦ୍ୟାଳୟର ଶୁଭାଶିଷ ମିଶ୍ର

ଆନନ୍ଦପୁର: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଅର୍ଥନୀତିରେ ଟପ୍ପର ହୋଇଛନ୍ତି ଆନନ୍ଦପୁର ମହାବିଦ୍ୟାଳୟର ଶୁଭାଶିଷ ମିଶ୍ର। ଶୁଭାଶିଷ ୭୬.୫ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ତାଙ୍କୁ ନେଇ ଆନନ୍ଦପୁର ମହାବିଦ୍ୟାଳୟ ଗୌରବାନ୍ୱିତ ହୋଇଛି।

ଅର୍ଥନୀତିରେ ଅଧ୍ୟୟନରତ ଶୁଭାଶିଷ ହାଟଡ଼ିହି ବ୍ଲକ ସଡ଼ଙ୍ଗା ଗାଁର କାହ୍ନୁଚରଣ ମିଶ୍ରଙ୍କର ପୁତ୍ର । ଦୃଢ଼ ଆତ୍ମବିଶ୍ବାସ, ଗଭୀରନିଷ୍ଠା, କଠିନ ଅଧ୍ୟବସାୟ ଓ ଗୁରୁଜନଙ୍କ ଆଶୀର୍ବାଦ ତାଙ୍କୁ ଏହି ସଫଳତା ପ୍ରଦାନ କରିଥିବା କହିଛନ୍ତି ଶୁଭାଶିଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.