ପରିଶ୍ରମ ହିଁ ସଫଳତାର ଚାବି କାଠି: କଟକର ସୁଶ୍ରିତା ମାହାନା ଯୁକ୍ତ ୨ ବାଣିଜ୍ୟରେ ରାଜ୍ୟ ଟପ୍ପର
କଟକ(କେନ୍ୟୁଜ): ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଘରର ଝିଅ ଆଜି ସୁନାମ ଆଣିଛି । କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବି କାଠି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକର ସୁନା ଝିଅ ସୁଶ୍ରିତା ମାହାନା । ଝିଅ ମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଯେମିତି କି ସୁଶ୍ରିତା ।…