Below header

ଭୁବନେଶ୍ବର: ଲୋକସେବା ଭବନରୁ ପୁଣି ସାପ ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ଲୋକସେବା ଭବନରୁ ପୁଣି ଏକ ପାଞ୍ଚଫୁଟର ଢମଣା ସାପକୁ  ଉଦ୍ଧାର  କଲା ସ୍ନେକ ହେଲ୍ପଲାଇନ । ସାପଟି ଲୋକସେବା ଭବନର ପଛପାଖରେ ଥିବା ଗଛ ଉପରେ ଥିବାର ଦେଖି ଲୋକସେବା ଭବନର ସିକ୍ୟୁରିଟି ଦାୟିତ୍ବରେ ଥିବା  ସଦସ୍ୟ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ। ପରେ ସ୍ନେକ ହେଲ୍ପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଘଟଣା  ସ୍ଥଳରୁ ଉଦ୍ଧାର କରି ଜଙ୍ଗଲରେ ଛଡିଥିବାର ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.