Browsing Tag

snake rescue

ଖେଳୁ ଖେଳୁ କୂଅ ଭିତରକୁ ଖସିପଡିଲେ ନାଗ ଓ ନାଗୁଣୀ

ସୋର(କେନ୍ୟୁଜ): ସବୁଆଡ଼ ନିରବ, ନିସ୍ତବ୍ଧ ପରିବେଶ ଟିକେ ଅନୁଭବ କଲେ ସେଠାରେ ସରୀସୃପ ମନେ ସ୍ଵଛନ୍ଦରେ ବିଚରଣ କରିଥାନ୍ତି । ସେମାନେ ମଧ୍ୟ ନିରଵତାକୁ ଅନୁଭବ କରିଥାନ୍ତି । କାହିଁକି ନା ମଣିଷଠୁ ଆକ୍ରମଣର ଭୟ କମ୍ ରହିଥାଏ । ତେଣୁ ଜଙ୍ଗଲରେ ଅନେକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥାଏ ।…

ଝରକାରେ ଓହଳିଛି ବିଶାଳ ଅଜଗର, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ପ୍ରାୟତଃ ସୋସିଆଲ ମିଡିଆରେ ସାପ ସମ୍ବନ୍ଧୀୟ ଅନେକ ଭିଡିଓ ଦେଖିବା ପାଇଁ ମିଳୁଛି । ସମାନ ଭାବେ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ବିଶାଳ ଅଜଗର ଗୋଟିଏ ଫ୍ଲାଟ୍‌ର ଲୁହା ଝରକାରେ ଓହଳି ଥିବାର ଦେଖିବା ପାଇଁ ମିଳିଛି ।…

୪ ଫୁଟିଆ ନାଗ ସହ ଘରୁ ବାହାରିଲା ୩୦ ସାପ ଅଣ୍ଡା, ଉଦ୍ଧାର କଲା ବନବିଭାଗ

ଆନନ୍ଦପୁର (କେନ୍ୟୁଜ): ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗାଁର ଚିନ୍ତାମଣି ବେହେରାଙ୍କ ଘରେ କିଛି ଦିନ ତଳେ ଏକ ନାଗ ସାପ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପରିବାର…

ଘର ଭିତରୁ ୮ ଫୁଟିଆ ଅଜଗର ଉଦ୍ଧାର, ଲୋକେ ଭୟଭୀତ

ରାଜନଗର (କେନ୍ୟୁଜ): ରାଜନଗର ବ୍ଲକ ଘଡ଼ିଆମାଳ ଗାଁରୁ ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ଗାଁର ବଂଶୀଧର ପ୍ରଧାନଙ୍କ ଘର ଭିତରେ ତାଙ୍କ ପରିବାର ଲୋକେ ଏକ ବିରାଟକାୟ ଅଜଗର ସାପକୁ ଦେଖିଥିଲେ। ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ସାପଟିକୁ ଘଉଡାଇବାବାରୁ ସାପଟି ଘର…

ମହାଦେବଙ୍କ ମନ୍ଦିରରୁ ବାହାରିଲା ନାଗ : ଶ୍ରଦ୍ଧାଳୁ କଲେ ପୂଜାର୍ଚ୍ଚନା

ଆନନ୍ଦପୁର (କେନ୍ୟୁଜ): ଚନ୍ଦ୍ରଶେଖର ମହାଦେବଙ୍କ ପିଠରେ ନାଗ ସାପ ଦେଖି ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା । ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତି ଠାରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପିଠ ପରିସରରେ ଏକ ନାଗ ସାପ କୁ ନେଇ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ମନ୍ଦିର ପୂଜକ ମନ୍ଦିରକୁ ଦେବନିତୀ…

କୂଅରେ ଫସିଥିବା ସାପକୁ ଏମିତି ଉଦ୍ଧାର କଲେ ଯୁବକ; ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ନାଗରାଜର ଜୀବନ…ଦେଖନ୍ତୁ ଭୟଙ୍କର…

ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ଏମିତିରେ ସାରା ବିଶ୍ୱରେ ସାପଙ୍କର ଅନେକ ପ୍ରଜାତି ଅଛନ୍ତି, ସେଥି ମଧ୍ୟରୁ କିଛି ପ୍ରଜାତିଙ୍କ ବିଷୟରେ ଆମେ ଅଳ୍ପ ବହୁତେ ଜାଣିଛୁ। ସେପଟେ କିଛି ଲୋକ ଅଛନ୍ତି,…

ଯାଜପୁର ବଡ଼ଚଣା ଅଞ୍ଚଳରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର (କେନ୍ୟୁଜ): ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପଟି ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।…

ଗ୍ୟାସ୍‌ ସିଲିଣ୍ଡର ତଳେ ଫସିଲା ୪ ଫୁଟର ନାଗ ସାପ

ବାଙ୍କୀ (କେନ୍ଯୁଜ୍): ସାପକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯିଏ ଯୁଆଡେ ପାଆନ୍ତି ସିଆଡେ ଦୌଡିବାକୁ ଲାଗିଥାନ୍ତି । ତେବେ ଆମ ଚାରିପାଖରେ ଆମେ ଅନେକ ପ୍ରାକାରର ସାପଙ୍କୁ ଦେଖିଥିବା କିମ୍ବା ସାପର ନାଁ ଶୁଣିଥିବା । ହେଲେ ନାଗ ସାପ ନାଁ ଶୁଣିଲେ ଅଧିକ…

ଯାଜପୁର: ସାପ ପାଟିରୁ ବାହାରିଲା ଆଉ ଏକ ସାପ, ବୋଡାକୁ ଗିଳିଦେଇଥିଲା ରଣା

ଯାଜପୁର ଟାଉନ(କେନ୍ୟୁଜ୍):  ସାପ ପାଟିରୁ ବାହାରିଲା ଆଉ ଏକ ସାପ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସାନ କୁଅଁଳ ଚାଉଳିଆ ଗାଁରୁ ଉଦ୍ଧାର ହୋଇଛି ସାଢ଼େ ୫ ଫୁଟ ଲମ୍ବର ରଣା ସାପ। ସେହି ରଣା ସାପ ପାଟିରୁ ଏକ ବୋଡ଼ା ସାପକୁ ମଧ୍ୟ ଉଦ୍ଧାର କରାଯାଇଛି। ସାପକୁ ଗଢିଆ ଭିତରେ ଦେଖି ସ୍ନେକ…

ପୁରୀ: ଉଦ୍ଧାର ନାଗସାପ ଅଣ୍ଡାରୁ ଫୁଟିଲା ଛୁଆ,ପ୍ରାକୃତିକ ଆବାସସ୍ଥଳୀରେ ଛଡାଗଲା

ପୁରୀ(କେନ୍ୟୁଜ୍): ଉଦ୍ଧାର ନାଗସାପ ଅଣ୍ଡାରୁ ଫୁଟିଲା ଛୁଆ। ପୁରୀ ରାମଚଣ୍ଡୀ ଥାନା ବାଲିଘାଟ ନିକଟ ଭୂଆଁ ଗାଁର ରାଜେନ୍ଦ୍ର ବେହେରାଙ୍କ ଘରୁ ଗତ ୬ତାରିଖରୁ ମା’ ନାଗୁଣୀ ସହ ୨୧ ଟି ଅଣ୍ଡା ଉଦ୍ଧାର କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହାକୁ ଉଦ୍ଧାର କରିଥିଲେ।…

ଗଜପତି: ମୋହନା ସାଇ ମନ୍ଦିର ନିକଟରୁ ଉଦ୍ଧାର ହେଲା କୋଳଥିଆ ନାଗ ସାପ

ମୋହନା(କେନ୍ୟୁଜ) : ଗଜପତି ଜିଲ୍ଲା ମୋହନା ସ୍ଥିତ ଭଗ୍ନ ଅବସ୍ଥାରେ ରହିଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ନିକଟରୁ ଏକ କୋଳିଥିଆ ନାଗସପ ଉଦ୍ଧାର। ସାପଟି ମନ୍ଦିର ନିକଟ ଏକ ପରିତ୍ୟକ୍ତ ଘର ସମ୍ମୁଖର ପଥର ଗଦାରେଥିଲା। କୌଶଳ କରି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରିଛି ମୋହନା ବନ ବିଭାଗ।…

ବରଗଛରୁ ଉଦ୍ଧାର ହେଲା ବିଶାଳ ଅଗଜର

ଗଞ୍ଜାମ (କେନ୍ୟୁଜ) : ବରଗଛରୁ ଉଦ୍ଧାର ହେଲା ବିଶାଳ ଅଗଜର । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗାଁ ଗାଦିଓଟ ଭାଗବତ ମଣ୍ଡପ ନିକଟରେ ଥିବା ବରଗଛରୁ ସାପଟିକୁ ଉଦ୍ଧାର କରାଯାଇଛି । ସାପଟି ଗଛ କୋରଡରେ ରହିଥିବା ଜାଣିବା ପରେ ପିପୁଲ ଫର ଆନିମଲ ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ…