ହୀରାକୁଦ ଡ୍ୟାମ୍ରେ ନିର୍ମାଣ ହେବ ନୂଆ ସ୍ପିଲ୍ ୱେ , ଖର୍ଚ୍ଚ ହେବ ୫ ଶହ କୋଟି ଟଙ୍କା

ସମ୍ବଲପୁର(କେନ୍ୟୁଜ୍) : ହୀରାକୁଦ ଡ୍ୟାମ୍ରେ ନିର୍ମାଣ ହେବ ନୂଆ ସ୍ପିଲ୍ ୱେ । ଏଥିପାଇଁ ଖର୍ଚ୍ଚ ହେବ ୫ ଶହ କୋଟି ଟଙ୍କା । ବିଶ୍ୱ ବ୍ୟାଙ୍କ ସହାୟତାରେ ସ୍ପିଲ୍ ୱେ ନିର୍ମାଣ କରାଯିବ । ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ଟେକ୍ନୋଲୋଜିରେ ସ୍ପିଲ୍ ୱେ ନିର୍ମାଣ କରାଯିବା ନେଇ ଜଳ ସମ୍ପଦ ସଚିବ ପି.କେ. ଜେନା ସୂଚନା ଦେଇଛନ୍ତି ।