ୟୁଟର୍ଣ୍ଣ ନେବା ହେଲା କାଳ : ରଙ୍ଗ୍ ରୁଟ୍ ରେ ଯିବା ବେଳେ ଚାପିଦେଲା ଟ୍ରକ

ପୋଲିସକୁ ଦେଖି ୟୁଟର୍ଣ୍ଣ ନେବା ହେଲା କାଳ । ରଙ୍ଗ୍ ରୁଟ୍ ରେ ଯିବା ବେଳେ ଚାପିଦେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଭୁବନେଶ୍ବର ପଟିଆ ରାସ୍ତାରେ ଘଟିଛି ଦୁର୍ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ପୋଲିସକୁ ଦେଖି ୟୁଟର୍ଣ୍ଣ ନେବା ହେଲା କାଳ । ରଙ୍ଗ୍ ରୁଟ୍ ରେ ଯିବା ବେଳେ ଚାପିଦେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଭୁବନେଶ୍ବର ପଟିଆ ରାସ୍ତାରେ ଘଟିଛି ଦୁର୍ଘଟଣା । ହେଲମେଟ ପିନ୍ଧି ନଥିବାରୁ ବାଇକ ଆରୋହୀ ଜଣଙ୍କ ତରବରରେ ରଙ୍ଗ ରୁଟରେ ପଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଟ୍ରକ ତାଙ୍କୁ ଚାପି ଦେଇଥିଲା । ବାଇକ ଆରୋହୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ପରେ ଟ୍ରକକୁ ପୋଲିସ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.