ଏଥର ଓଡ଼ିଶାରେ ପ୍ରାୟତଃ ଭଲ ବର୍ଷା ହେବ, ଯଦି କିଛି ଅସୁବିଧା ହୁଏ ସରକାର ପ୍ରସ୍ତୁତ ଥିବା କହିଲେ କୃଷିମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଏଥର ଓଡ଼ିଶାରେ ପ୍ରାୟତଃ ଭଲ ବର୍ଷା ହେବ । ଆଇଏମଡି ଡିଜିଙ୍କ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଠିକ୍‌ ବର୍ଷା ହେବ । କାଁ ଭାଁ ସ୍ଥାନରେ କମ୍‌ ବର୍ଷା ହେବ । ଯଦି କୌଣସି ଅସୁବିଧା ହୁଏ ତାହେଲେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ସେପଟେ ମନ୍ତ୍ରୀ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେବୁ । କ୍ଷତି ହେଲେ ଚାଷୀ କ୍ଷତିପୂରଣ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.