ଖୋର୍ଦ୍ଧା: ଟାଙ୍ଗୀରେ ବଜ୍ରପାତ ନେଲା ଦୁଇ ଜୀବନ, ପରିବାରରେ ଶୋକର ଛାୟା

ଟାଙ୍ଗୀ:  ବିଲରେ କାମ କରୁଥିବା ବେଳେ ବଜ୍ରପାତର ଘଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ ଟଙ୍ଗୀ ଅଞ୍ଚଳର ଚିତୁ ରାଉତ ଓ ଝରିଆ ଗ୍ରାମର ତୁଷାର ପଲାଇ। ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନା ଓ ପରେ ଭୁବନେଶ୍ବରକୁ ସ୍ଥାନନ୍ତରିତ କରିଥିବାର ଜଣା ପଡିଛି।  ଏହି ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.