ମାହାଙ୍ଗା : ଅଜଣା ରୋଗରେ ୭ଟି ଗାଇ ମୃତ

ମାହାଙ୍ଗା (କେନ୍ୟୁଜ୍) : ଅଜଣା ରୋଗରେ ୭ଟି ଗାଇ ମୃତ । କଟକ ଜିଲ୍ଲା ମାହାଙ୍ଗା ଚାହାପଡା ଜହଳ ଗ୍ରାମରେ ଅଜଣା ରୋଗରେ ୭ଟି ଗାଈଙ୍କ ମୃତ୍ୟୁ ଘଟିଛି । ଏବେବି ଗାଁରେ ୧୫ଟି ଗାଇ ଓ ବାଛୁରୀ ଅସୁସ୍ଥ ଅଛନ୍ତି । ଏନେଇ କୌଣସି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଡାକ୍ତର କି ଏଲଆଇ ଆସିନଥିବା ଯୋଗୁଁ ଗୋପାଳକ ମାନେ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.