Below header

ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ

ଭୁବନେଶ୍ବର(କେନ୍ଯୁଜ୍) : ମାଓ ପ୍ରଭାବିତ ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଡ୍ରୋନ ଅଣାଯିବ ।

DGP RP SHARMA

ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ଯକଳାପ ଉପରେ କଡା ନଜର ରଖିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଡ୍ରୋନ ସହାୟତାରେ ମାଓବାଦୀଙ୍କ ଉପରେ ଆକାଶମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ ବୋଲି ଡିଜିପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.