ଅନୁଗୁଳ ବସଷ୍ଟାଣ୍ଡରେ କମେଣ୍ଟମରାକୁ ନେଇ ଯୁବକଙ୍କୁ ଚପଲରେ ପିଟିଲେ ମହିଳା

ଅନୁଗୁଳ: ଯୁବକଙ୍କୁ ଚପଲରେ ପିଟିଲେ ମହିଳା । କମେଣ୍ଟମରାକୁ ନେଇ ଚପଲରେ ପିଟିଲେ । ଅନୁଗୁଳ ବସଷ୍ଟାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣକ କହିଛନ୍ତି ଯେ, ତାଙ୍କୁ ଯୁବକ ଜଣଙ୍କ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ଚପଲରେ ପିଟିଥିଲେ । ଯୁବକ ଜଣଙ୍କ ବି ପ୍ରତି ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ହେଲେ ଲୋକମାନେ ଦେଖଣାହାରୀ ପାଲଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.