କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଆରମ୍ଭ ହେଲା ବାଲି କଢାଯିବା କାମ

ଗୋପ(କେନ୍ୟୁଜ୍):  କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କାଢ଼ିବା ପକ୍ରିୟା ଆରମ୍ଭ ହୋଇଛି। ଏଏସଆଇ ପକ୍ଷରୁ ପଶ୍ଚିମ ଦ୍ୱାରରେ ମାପଚୁପ ହୋଇ ଦାଗ ଦିଆଯାଇଛି।ଦୁଇ ଦିନ ଛୁଟି ରହୁଥିବାରୁ ଆଗାମୀ ସୋମବାର ପୁଣି କାର୍ଯ୍ୟ ଆରମ୍ଭ ହେବ।ଏହି ବାଲି କାଢ଼ିବା ପକ୍ରିୟାକୁ ସ୍ୱାଗତ କରୁଥିବା ବେଳେ ଏଏସଆଇ ଏହାକୁ ସାର୍ବଜନୀନ କରିବାକୁ କୋଣାର୍କ ସୁରକ୍ଷା ସମିତି ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.