ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଯୁବକ ବୁଡ଼ି ନିଖୋଜ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ପୋଟଲମପୁର ପଞ୍ଚାୟତରେ ଅଘଟଣ । ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ନିଖୋଜ । ନିଖୋଜ ଯୁବକ ହେଲେ ଛତିଶଗଡ଼ର ଆଶିଷ କୁମାର ବର୍ମା । ସକାଳୁ ନଦୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇଥିଲା ।

ଘଟଣାସ୍ଥଳରେ ଓଡ଼୍ରାଫ ଓ ଅଗ୍ନିଶମ ଟିମ୍‌ ପହଞ୍ଚି ଉଦ୍ଦାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଆଶିଷ ସାଙ୍ଗ ବାହାଘରରେ ଯୋଗ ଦେବାକୁ ଛତିଶଗଡ଼ରୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.