Below header
Browsing Tag

young man drowned

ଡ୍ୟାମକୁ ଭୋଜି କରିବାକୁ ଆସିଥିବାବେଳେ ଅଘଟଣ, ବୁଡି ଯାଇ ଜଣେ ନିଖୋଜ

ଚୌଦ୍ୱାର (କେନ୍ୟୁଜ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ ଅଘଟଣ। ଭୋଜି କରିବାକୁ ୪ ଜଣ ଏଠାକୁ ଆସିଥିଲେ। ସେମାନେ ଭୋଜି କରିବା ସହ ଡ୍ୟାମରେ ଗାଧୋଇବାର ମଜା ନେଉଥିଲି। କିନ୍ତୁ ଏହି ସମୟରେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ।…

ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଯୁବକ ବୁଡ଼ି ନିଖୋଜ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ପୋଟଲମପୁର ପଞ୍ଚାୟତରେ ଅଘଟଣ । ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ନିଖୋଜ । ନିଖୋଜ ଯୁବକ ହେଲେ ଛତିଶଗଡ଼ର ଆଶିଷ କୁମାର ବର୍ମା । ସକାଳୁ ନଦୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇଥିଲା । ଘଟଣାସ୍ଥଳରେ ଓଡ଼୍ରାଫ ଓ ଅଗ୍ନିଶମ…

ମହେନ୍ଦ୍ର ତନୟା ନଦୀ ପାର୍‌ ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଯୁବକ

ଗଜପତି(କେନ୍ଯୁଜ୍): ନଦୀ ପାର୍‌ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍‌ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍‌…

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଓଡିଆ ଯୁବକ ମୃତ

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ । ମୃତକ ଜଣକ ହେଉଛନ୍ତି ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର । ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି ପୂର୍ଣ୍ଣଚନ୍ଦ୍ର । ଗତ ୨ ତାରିଖ ଦିନ…

କାମାକ୍ଷାନଗର: କେନାଲରେ ବୁଡି ଯୁବକ ମୃତ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ସ୍ଥିତ ରେଙ୍ଗାଳି ବାମ ପାର୍ଶ୍ବ କେନାଲରେ ବୁଡି ଯୁବକ ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ବାଉଁଶପାଳ ପଂଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗ୍ରାମର ବିନୟ ହେମ୍ବ୍ରମ। ସୂଚନା ମୁତାବକ ବିନୟ ଗତକାଲି ସଂଧ୍ଯାରେ ଶୌଚ ହେବାକୁ…

ଗାଧୋଇବାକୁ ଯାଇ ଖସିଗଲା ଗୋଡ଼, ବ୍ରାହ୍ମଣୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ) : ଦ୍ୱିପ୍ରହର ସମୟରେ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଣ୍ଡପଟଣା ନିକଟ ବ୍ରାହ୍ମଣୀ ନଦୀର ଦେବୀଘାଟ ନିକଟରେ । ମୃତ ଯୁବକ ଜଣକ ହେଲେ କୁଆଖିଆ କୁଣ୍ଡପଟଣା ଗ୍ରାମର ସୁଦର୍ଶନ କୁଣ୍ଡୁଙ୍କ ପୁଅ ଉତ୍ତମ…