ସୋର: ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ

ଏକ୍ସପ୍ରେସ ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ ନିକଟରେ ଅପ ଲାଇନରେ ଘଟିଛି ଏପରି ଘଟଣା । ଯୁବକ ଜଣକ ଅଣ ଓଡ଼ିଆ ବୋଲି ଜଣା ପଡିଛି। 

ସୋର (କେନ୍ୟୁଜ): ଏକ୍ସପ୍ରେସ ଟ୍ରେନରୁ ଖସି ଅଚିହ୍ନା  ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।  ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ ନିକଟରେ ଅପ ଲାଇନରେ ଘଟିଛି ଏପରି ଘଟଣା । ଯୁବକ ଜଣକ ଅଣ ଓଡ଼ିଆ ବୋଲି ଜଣା ପଡିଛି।  ମୃତ ଯୁବକ ଲାଲ ବାନିୟନ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜିଆରପି କିମ୍ବା ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ନାହିଁ । ଏହାକୁ ଦେଖିବାପପାଇଁ ସ୍ଥାନୀୟ ଅଞ୍ଚଳରେ ଗହଳି ଲାଗି ରହିଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.