Browsing Tag

+2 exam

ଆଜି ସରିବ ଯୁକ୍ତ ଦୁଇ ପରୀକ୍ଷା, ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଜି ସରିବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଏ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ…

ଯୁକ୍ତ ଦୁଇ ବିଜ୍ଞାନ ଫିଜିକ୍ସ ପରୀକ୍ଷା, ସିଲାବସ୍ ବାହାରୁ ୨୭ ମାର୍କ ଆସିବା ନେଇ ଅଭିଯୋଗ

ସିଲାବସ୍ ବାହାରୁ ଆସିଲା ପ୍ରଶ୍ନପତ୍ର। ୭୦ ନମ୍ବରର ପ୍ରଶ୍ନପତ୍ର ଭିତରୁ ୨୭ ନମ୍ବର ସିଲାବସ୍ ବାହାରୁ ଆସିଲା। ଏଭଳି ଅଭିଯୋଗ କରିଛନ୍ତି ଆଜି ଫିଜିକ୍ସ ପରୀକ୍ଷା ଦେଇଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ। ଗତ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଥିଲା ଫିଜିକ୍ସ…

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା। ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ,୧୭ରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।…

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା : ପ୍ରଥମ ସିଟିଂ ୧୦ ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ଆରମ୍ଭ ହେବ ବାଣିଜ୍ୟ ଓ କଳା ପରୀକ୍ଷା । ଏଥର ୩ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ…

କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ…

ଲାଜକୁଳା ଛାତ୍ର….ପରୀକ୍ଷା କେନ୍ଦ୍ରରେ ୫୦୦ ଝିଅ ଦେଖି ବେହୋସ ହୋଇପଡିଲେ

ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦାରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଥିଲେ । ଏହାପରେ ତାଙ୍କୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାହା ଏବେ ସୋସିଆଲ…

+୨ରେ ଅନୁଷ୍ଠିତ ହେବ ତ୍ରୟ-ମାସିକ ପରୀକ୍ଷା, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ସୂଚନା । ଏଣିକି ଯୁକ୍ତଦୁଇରେ ତ୍ରୟ-ମାସିକ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ପରୀକ୍ଷା ହେବ । ହାଇୟର…

ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା : ଜୁନ୍ ୪ରେ ହେବ ମେ’ ୩୧ ତାରିଖରେ ହେବାକୁ ଥିବା ପେପର

କଟକ: ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏହି ପରୀକ୍ଷା ଘୁଞ୍ଚିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ନୋଟିସ୍‌ ମୁତାବକ, ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୪କୁ ଘୁଞ୍ଚିଛି।…

ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା: ଦୁଇବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା। ପରୀକ୍ଷା ଦେବେ ୩,୨୧,୫୦୮ ପରୀକ୍ଷାର୍ଥୀ। ସାରା ରାଜ୍ଯରେ ଏଥିପାଇଁ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୦୨ ଟି ହବ କରାଯାଇଛି। ସକାଳ ୯ ଟା ରୁ ଆରମ୍ଭ ହେବ ପରୀକ୍ଷା।…