DoTର ବଡ଼ ପ୍ରସ୍ତୁତି, ବେଲୁନ୍ ଏବଂ ଡ୍ରୋନ୍ ମାଧ୍ୟମରେ ମିଳିବ 5G ନେଟୱର୍କ
DoT 5G ସେବା ପାଇଁ ଏବେ ଅଭିନବ ଉପାୟ ଅନୁସନ୍ଧାନ କରୁଛି । ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ୍ ଟାୱାର ବଦଳରେ ବେଲୁନ୍ ଏବଂ ଡ୍ରୋନ୍ ମାଧ୍ୟମରେ ଲୋକଙ୍କୁ ନେଟୱାର୍କ ଯୋଗାଇ ଦିଆଯାଇପାରିବ । ବାହାରକୁ ଆସୁଥିବା ରିପୋର୍ଟ ଅନୁଯାୟୀ ଟେଲିକମ୍ ବିଭାଗ କୌଣସି ପ୍ରକାରର ଜରୁରୀକାଳୀନ…