Browsing Tag

aanadpur

ବାହାଘର ପୂର୍ବରୁ ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାରର ୧୨ ବଖରା

ଆସନ୍ତା ୨୮ ତାରିଖରେ ହୋଇଥାଆନ୍ତା ବାହାଘର । ବାଜିଥାଆନ୍ତା ଶାହାନାଇ । ଶଙ୍ଖ ହୁଳୁହୁଳି ଶଦ୍ଦରେ ପୂରି ଉଠିଥାଆନ୍ତା ପୂରା ପରିବେଶ ହେଲେ ତା ପୂର୍ବରୁ ଘଟିଗଲା ଏପରି ଅଘଟଣ । ଯାହା ସେମାନେ କେବେ ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲେ । ଅଚାନକ ନିଆଁ ଲାଗି ଧୂଳିସାତ ହୋଇଗଲା ୯ ଟି ପରିବାରର…

ସହିଦ ପୁଅକୁ ଝୁରି ଝୁରି ଆଖି ବୁଜିଦେଲା ମା’

ଆନନ୍ଦପୁର(କେନ୍ୟୁଜ୍):  ସହିଦ ପୁଅକୁ ଝୁରି ଝୁରି ଆଖି ବୁଜିଦେଲା ମା।  ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାନପୁଅ ସହାଭରସା ସାଜି ଥିବା ବେଳେ ନକ୍ସଲ ଙ୍କ ଗୁଳିରେ ତାଙ୍କର ମଧ୍ୟ ଜୀବନ ଯାଇଛି ।  ଯାହାକୁ ସହି ପାରିନଥିଲା ମା। ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ…

ପୌର କାର୍ଯ୍ୟାଳୟରେ କାଉନସିଲର ଓ ବିଧାୟକ ମୁହାଁମୁହିଁ

ଆନନ୍ଦପୁର(କେନ୍ୟୁଜ୍): ନିଜ ଓ୍ଵାର୍ଡରେ ଅନ୍ୟ ଓ୍ଵାର୍ଡର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଠିକା କାମ କରୁଛନ୍ତି ।ଏଭଳି ଅଭିଯୋଗ ନେଇ ଆନନ୍ଦପୁର ପୌରପରିଷଦ ୧୦ ନଂ ଓ୍ଵାର୍ଡ ର ସ୍ୱୟଂସହାୟକା ଗୋଷ୍ଠୀର ମହିଳାମାନେ ଆଜି ନିଜ ଓ୍ଵାର୍ଡର କାଉନସିଲର ସହ ପୌର କାର୍ଯ୍ୟଳୟ ଠାରେ ପହଁଞ୍ଚିଥିଲେ ।…