Below header
Browsing Tag

aap

ଆପ୍‌ ନେତା ଦୁର୍ଗେଶ ପାଠକଙ୍କୁ ଇଡିର ସମନ, କେଜ୍ରିଓ୍ଵାଲଙ୍କ ପିଏଙ୍କୁ ମଧ୍ୟ ପଚରାଉଚରା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁସ୍କିଲରେ ପଡିଛନ୍ତି ଆପର ଆଉ ଜଣେ ନେତା ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ଇଡି । ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି । ଏହାପରେ ଦୁର୍ଗେଶ ଇଡି ଅଫିସକୁ ପଚରାଉଚରା…

ନିର୍ବାଚନ ପୂର୍ବରୁ ସମ୍ଭାବନା ସେଠ୍‌ ଛାଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି; କହିଲେ, ‘ନିଜ ଭୁଲ୍‌କୁ ହୃଦୟଙ୍ଗମ କଲି…’

ଭୋଜପୁରୀ ଅଭିନେତ୍ରୀ ତଥା ଫେମସ୍‌ ୟୁଟ୍ୟୁବର ସମ୍ଭାବନା ସେଠ୍‌ ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଅଭିନେତ୍ରୀ ଆମ୍‌ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ରବିବାର ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି,…

ଆପ୍‌କୁ ବଡ଼ ଝଟ୍‌କା, ଜୁନ୍‌ ୧୫ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ନିଜ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଯଦିଓ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ପର୍ଯ୍ୟନ୍ତ ତାରିଖ ଦେଇଛନ୍ତି । ଆପ୍‌ ବିରୋଧରେ ଏକ ଅଭିଯୋଗ ହୋଇଥିଲା ଯେ ପାର୍ଟିର କାର୍ଯ୍ୟାଳୟ ରାଉସ୍ ଆଭେନ୍ୟୁ କୋର୍ଟକୁ ଆବଣ୍ଟିତ ଜମିରେ ନିର୍ମାଣ…

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ରାଘବ ଚଢା, ସୁପ୍ରିମ କୋର୍ଟ ଏବଂ ଧନଖଡଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି,…

ଆପ୍‌ ସାଂସଦ ସଞ୍ଜୟ ସିଂ ଗିରଫ, ମଦ ଦୁର୍ନୀତି ମାମଲାରେ ପଚରାଉଚରା ପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦୀର୍ଘ ସମୟର ପଚରାଉଚରା ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଇଡି ଏହି ଦୁର୍ନୀତି ମାମଲାରେ ବୁଧବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ…

‘ଜାଣିଶୁଣି ଦିଲ୍ଲୀକୁ ବୁଡ଼ାଇ ଦିଆଯାଇଛି, ହଥିନିକୁଣ୍ଡ ବ୍ୟାରେଜ୍‌ରୁ ଛଡ଼ାଯାଇଛି ଅତିରିକ୍ତ ଜଳ’; ଆପ୍‌ ନେତାଙ୍କ ଅଭିଯୋଗ

ଦିଲ୍ଲୀରେ ଯମୁନା ନଦୀ ବ୍ୟାପକ ଧ୍ୱଂସ ଘଟାଇଛି। ରାଜଧାନୀର ଅନେକ ଅଞ୍ଚଳ ଏବେ ମଧ୍ୟ ବନ୍ୟା ଜଳ ଘେରରେ ରହିଛି। ଲୋକେ ଦୟନୀୟ ସ୍ଥିତିରେ ଥିବାବେଳେ ସେପଟେ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆମ୍ ଆଦମୀ ଦଳର ନେତା ସୌରଭ ଭରଦ୍ୱାଜ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି କି,…

ଆମ୍‌ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା, ୧୦ ବର୍ଷ ପରେ ମାନ୍ୟତା ପାଇଲା

କେନ୍ୟୁଜ୍(ବ୍ୟୁରୋ): ଆମ୍‌ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା। ବର୍ତ୍ତମାନ ଏହି ଦଳ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଅଛି। ସେପଟେ ଶରଦ ପାୱାରଙ୍କ ଏନ୍‌ସିପି, ମମତା ବାନାର୍ଜୀଙ୍କ ଟିଏମ୍‌ସି ଓ ସିପିଆଇ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି। ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ…