ଐଶ୍ଵର୍ଯ୍ୟାଙ୍କ ସହ ଦ୍ଵିତୀୟ ସନ୍ତାନ ପ୍ଲାନ୍ କରୁଛନ୍ତି କି ଅଭିଷେକ ? ପ୍ରଶ୍ନ ଶୁଣି ଲାଜେଇ ଗଲେ ଜୁନିୟର ବଚ୍ଚନ
ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟ ବଲିଉଡ୍ ଇଣ୍ଡଷ୍ଟ୍ରୀର ମୋଷ୍ଟ ଗୁଡ୍ ଲୁକିଂ ଏବଂ ଆଡୋରେବଲ୍ କପଲ୍ । କିଛି ଦିନ ତଳେ ଏକ ବିବାହ ସମାରୋହରେ ଏକାଠି ଯୋଗ ଦେଇ ଦୁହେଁ ଛାଡ଼ପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି ।
ଏବେ ଅଭିଷେକ ଦ୍ଵିତୀୟ ବେବି ପ୍ଲାନିଂ ବିଷୟରେ କହିଛନ୍ତି ।…