ରାତିସାରା AC ଚଲାଉଥିଲେ କରନ୍ତୁ ଏହି ସବୁ ଉପାୟ, ନଚେତ୍ ହୋଇପାରେ କ୍ଷତି
ଦିନକୁ ଦିନ ପାଗରେ ପରିବର୍ତ୍ତନ ହେବାରେ ଲାଗିଛି । ଅନିୟନ୍ତ୍ରିତ ପାଣିପାଗ ଯୋଗୁଁ ଗରମ ବଢିବାରେ ଲାଗିଛି । ଯେଉଁଥି ପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଆଗରୁ ଲୋକଙ୍କ ପାଇଁ ଏସି ସ୍ବପ୍ନ ଥିଲା । ଯାହା ଏବେ ସାଧାରଣ ଜିନିଷ ପାଲଟିଯାଇଛି । କାରଣ ଗରମର ତାପମାତ୍ରା ଏତେ…