Below header
Browsing Tag

actress death

ରିୟା କୁମାରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା; ୟୁଟ୍ୟୁବରଙ୍କ ସ୍ୱାମୀ ହିଁ ରଚିଥିଲେ ଡକାୟତି ଷଡ଼ଯନ୍ତ୍ର! ପୋଲିସ ଏମିତି…

ଝାଡ଼ଖଣ୍ଡର ଫେମସ୍‌ ୟୁଟ୍ୟୁବର ରିୟା କୁମାରୀଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ରିୟା କୁମାରୀ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ରିୟାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କୁ ଏହି ମାମଲାରେ ଗିରଫ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ରିୟାଙ୍କ ସ୍ୱାମୀ…

ଆଜି ତୁନିଷାଙ୍କର ହେବ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ଫ୍ୟାନ୍ସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ହେଲେ ଆଜିଯାଏଁ ତାଙ୍କର ଅନ୍ତିମ ସଂସ୍କାର ହୋଇନାହିଁ। ତୁନିଷାଙ୍କ ମୃତ୍ୟୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇନାହିଁ। ପରିବାର ପକ୍ଷରୁ ମାଉସୀଙ୍କୁ ଅପେକ୍ଷା କରାଯାଇଛି। ତାଙ୍କ…

ଦୁଇଦିନ ହେଲାଣି ପଡିରହିଛି ତୁନିଷାଙ୍କ ମୃତଦେହ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗତ ଦୁଇଦିନରୁ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା କେସକୁ ନେଇ ଚର୍ଚ୍ଚା ଚାଲିଛି। ରବିବାର ଦିନ ପୋଷ୍ଟମର୍ଟମ ହେବା ପରେ ମଧ୍ୟ ତୁନିଷାଙ୍କ ଅନ୍ତିମ ସଂସ୍କାର କରାଯାଇନାହିଁ। କ’ଣ ପାଇଁ ତୁନିଷାଙ୍କ ଅନ୍ତିମ…

ତୁନିଷାଙ୍କ ଆତ୍ମହତ୍ୟା ମାମଲା, ଗିରଫ କୋ ଷ୍ଟାର ଶିଜାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ମାମଲାରେ ସହ ଅଭିନେତା ଶିଜାନ ଖାନଙ୍କୁ ପୋଲିସ ଗିରଫ କରିଛି । ଶିଜାନଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ଆଣିଛି । ବଲିଭି ପୋଲିସ ଆଇପିସି ଧାରା ୩୦୬ ଅଧିନରେ ଶିଜାନଙ୍କୁ ଗିରଫ କରିଛି । ମୁମ୍ବାଇ…

ଇରାନର ଲୋକପ୍ରିୟ ଅଭିନେତ୍ରୀ ହେଙ୍ଗାମେହ ଗାଜିଆନୀ ଗିରଫ, ସର୍ବସାଧାରଣ ହିଜାବ ଖୋଲିଥିବା ଭିଡିଓ କରିଥିଲେ ପୋଷ୍ଟ

ଇରାନର ଲୋକପ୍ରିୟ ଅଭିନେତ୍ରୀ ହେଙ୍ଗାମେହ ଗାଜିଆନୀଙ୍କୁ ଗିରଫ କଲା ପୋଲିସ । ସର୍ବସାଧାରଣ ସ୍ଥାନରେ ହିଜାବ ଖୋଲିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି । ରିପୋର୍ଟ ମୁତାବକ, ଅଭିନେତ୍ରୀ ଜଣକ ଦେଶରେ ଦୀର୍ଘ ତିନି ମାସ ହେଲା ହିଜାବ ବିରୋଧୀ ଆନ୍ଦୋଳନରେ ଏପରି କାଣ୍ଡ କରିବା ଯୋଗୁଁ ପୋଲିସ ତାଙ୍କୁ…

ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ପରଲୋକ, ମାତ୍ର ୨୪ ବର୍ଷ ବୟସରେ ଦୁନିଆ ଛାଡି ଚାଲିଗଲେ

ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହୋଇଥିବା ଯୋଗୁ କିଛିଦିନରୁ କୋଲକତାର ଏକ ହସପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। ଅଭିନେତ୍ରୀଙ୍କର ମଲ୍ଟିପଲ୍‌ କାର୍ଡିଏକ ଆଟାକ ଆସିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି…

ତବସୁମଙ୍କ ଶେଷ ଇଚ୍ଛା ହେଲା ପୂର୍ଣ୍ଣ, ମା’ର କଥା ରଖି ମରିବାର ୨ ଦିନ ଯାଏଁ କାହାକୁ କହିନଥିଲେ ପୁଅ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ ‘ଫୁଲ ଖିଲେ ହେଁ ଗୁଲସନ ଗୁଲସନ’କୁ ୨୦ ବର୍ଷ ଧରି ହୋଷ୍ଟ କରିଥିବା ବଲିଉଡର ଅଭିନେତ୍ରୀ ତବସୁମଙ୍କ ପରଲୋକ ହୋଇଛି । ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ, ତବସୁମଙ୍କର ହୃଦଘାତ ହୋଇଥିଲା ।…

‘ଦୋଷୀକୁ ଦଣ୍ଡ ମିଳିଲେ ମୋ ଆତ୍ମା ଶାନ୍ତି ପାଇବ’, ବୈଶାଳୀଙ୍କ ସୁଇସାଇଡ ନୋଟରୁ ଖୁଲାସା ହେଲା ଆତ୍ମହତ୍ୟାର ଗୁମର

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ପୁଣି ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି କରିଛି। ବୈଶାଳୀଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି। ସୁଶାନ୍ତଙ୍କ ଭଳି ବୈଶାଳୀଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତକାଲି ବୈଶାଳୀଙ୍କ ମୃତଦେହ ଇନ୍ଦୋର…

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରରେ ଆତ୍ମହତ୍ୟା, ଇନ୍ଦୋର ଘରୁ ମିଳିଲା ଝୁଲନ୍ତା ମୃତଦେହ

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ଘରୁ ମିଳିଲା ଝୁଲନ୍ତା ମୃତଦେହ। ବୈଶାଳୀ ଛୋଟ ପରଦାରେ ଅଭିନୟ କରି ବେଶ୍‌ ନାମ କମାଇଥିଲେ। ସୁପର ସିଷ୍ଟର ଏବଂ ଶଶୁରାଲ ସିମର କା ସିରିଅଲରେ ଅଭିନୟ କରିଥିଲେ। ମୃତ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ଅଭିନେତ୍ରୀ ମୃତଦେହ…

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏସିପି ଇନଚାର୍ଜଙ୍କ ସୂଚନା, ପାରିବାରିକ କଳହ ହୋଇପାରେ କାରଣ !

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ…

ଆତ୍ମହତ୍ୟା ପୂର୍ବରୁ ଝିଅକୁ ଦେଇଥିଲେ ଶେଷ ମେସେଜ ‘ବାଏ’

ଭୁବନେଶ୍ୱର (କେନ୍ୟୁଜ): ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ…

ରାଇମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ- ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ

ଭୁବନେଶ୍ୱର (କେନ୍ୟୁଜ): ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା…