Browsing Tag

agneepath scheme

ଅଗ୍ନିପଥ ଯୋଜନା ୨୦୨୨: ସ୍ଥଳସେନାରେ ନିଯୁକ୍ତି ନେଇ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ କଣ ରହିଛି…

ବର୍ତ୍ତମାନ ସମୟରେ ଦେଶ ବ୍ୟାପି "ଅଗ୍ନିପଥ ସ୍କିମ"କୁ ନେଇ ଚର୍ଚ୍ଚା ଜୋର ଧରିଛି  । ଗତ ଜୁନ ୧୪ ତାରିଖରେ ଏହା ଲାଗୁ ହେବା ଦିନ ଠାରୁ ହିଁ ଏହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି  । ଦେଶର ଇଛୁକ ଯୁବକ ମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ଦେବାକୁ ନେଇ ଅଗ୍ନିପଥ ନିଯୁକ୍ତି ୨୦୨୨…

ଚାକିରିରେ ଥାଇ ସହିଦ ହେଲେ ଅଗ୍ନିବୀରଙ୍କୁ ମିଳିବ ୧ କୋଟି ଟଙ୍କା, ଜାଣନ୍ତୁ ଆଉ କ’ଣ ମିଳିବ ସୁବିଧା

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ସମଗ୍ର ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦେଶର ଅନେକ ରାଜ୍ୟ ଯୁବପିଢି ରାସ୍ତାରେ ଉଗ୍ର ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାର ସବିଶେଷ ବିବରଣୀ ନିଜ ୱେବସାଇଟରେ…

ଅଗ୍ନିବୀରଙ୍କୁ ନେଇ ଆଉ ଏକ ବଡ଼ ଘୋଷଣା! ଅବସର ପରେ ଆଜୀବନ ମିଳିବ ଶସ୍ତା ଋଣ, ଟ୍ଵିଟ୍‌ କରି କହିଲେ ରାଜନାଥ ସିଂ

ଅଗ୍ନିବୀର ଯୋଜନାକୁ ନେଇ ସାରା ଦେଶରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି, ଯେଉଁ ଯୁବକମାନେ ସେନାରେ ୪ ବର୍ଷ…

ସାରା ଦେଶରେ ଜଳୁଛି ଅଗ୍ନିପଥ ନିଆଁ! ଆଜି ବିହାର ବନ୍ଦ, ସମର୍ଥନ ଜଣାଇଲେ ଆର୍‌ଜେଡି ଓ ବାମପନ୍ଥୀ

ସାରା ଦେଶରେ ସେନା ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି। ଏହାରି ଭିତରେ କିଛି ଛାତ୍ର ସଙ୍ଗଠନ ବିହାର ବନ୍ଦ ଆହ୍ଵାନ କରିଛନ୍ତି। ଛାତ୍ର ସଙ୍ଗଠନଗୁଡ଼ିକ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାର ବନ୍ଦ ଘୋଷଣା କରିଛନ୍ତି, ଯେଉଁଥିରେ ଆର୍‌ଜେଡି ଏବଂ ବାମପନ୍ଥୀ ଦଳଗୁଡ଼ିକ…

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଥିବା ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ…

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଚାଲିଛି। ଏହାମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ୍‌ କରାଯାଇଛି। ଯେଉଁଥିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ…

ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ନବରଙ୍ଗପୁରର ଏହି ଯୁବକ

ଉମରକୋଟ(କେନ୍ୟୁଜ): ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି । ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ…