ବିରାଟ ବଦଳି ଅନୁଷ୍କାଙ୍କୁ ସାର କହିଦେଲେ ଫଟୋଗ୍ରାଫର, ବିରାଟ କହିଲେ ‘ମୋତେ ମ୍ୟାମ୍ ବୋଲି ଡାକିଦିଅ’
ଅନୁଷ୍କା ଶର୍ମାଙ୍କୁ ସାର୍ ବୋଲି ସମ୍ବୋଧନ କଲେ ଫଟୋଗ୍ରାଫର । ଯାହାପରେ ବିରାଟ ମଜାକିଆ ଅନ୍ଦାଜରେ କହିଥିଲେ, ମୋତେ ଏବେ ମ୍ୟାମ୍ ବୋଲି ଡାକିଦିଅ। ବିରାଟ କୋହଲି ନିଜ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ଅନୁଷ୍କା ମଧ୍ୟ…