Browsing Tag

archana nag case

ସେଣ୍ଟ୍ରାଲ ଫୋରେନସିକ୍‌ ଲାବକୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌, ନିର୍ଦ୍ଦେଶ ଦେଲେ ଭୁବନେଶ୍ୱର…

ଭୁବନେଶ୍ବର(କେନ୍ୟୁଜ୍): ସେଣ୍ଟ୍ରାଲ ଫୋରେନସିକ୍‌ ଲାବକୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ ଫୋନ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ସେମାନଙ୍କର ମୋବାଇଲ୍‌ ଫୋନକୁ CFSLକୁ ପଠାଇବା ପାଇଁ ଗତ ଜାନୁଆରୀରେ ଅନୁରୋଧ କରିଥିଲା ଇଡି । ଭୁବନେଶ୍ୱର…

ଅର୍ଚ୍ଚନାଙ୍କୁ ମିଳିଲା ଜାମିନ, ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ମିଳିଛି ବେଲ୍

କଟକ(କେନ୍ୟୁଜ୍): ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କୁ ବେଲ୍‌ ଦେଇଛନ୍ତି । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ କରି ଟଙ୍କା ମାଗୁଥିବା ନେଇ ଅଭିଯୋଗ…

ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ । ଇଡି ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି…

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍‌, ସର୍ତ୍ତମୂଳକ ବେଲ୍ ଦେଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍‌ । ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେଲେ ହାଇକୋର୍ଟ । ଖଣ୍ଡିଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ମାମଲାରେ ଜାମିନ୍‌ ମିଳିଛି । ୩ଟି ମାଲାରୁ ମାତ୍ର ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ…

ଅର୍ଚ୍ଚନା ନାଗ ମାମଲା : ତଦନ୍ତ ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ (କେନ୍ୟୁଜ) : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦାୟର ମାମଲାରେ ଅର୍ଚ୍ଚନା ଜାମିନ ଆବେଦନ କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରୀ…

ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ । ୨୪ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର…

ଅର୍ଚ୍ଚନା ନାଗ କଳାଟଙ୍କା ମାମଲା: କୋର୍ଟରେ ହାଜର ହେଲେନି ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ): ଆଜି କୋର୍ଟରେ ହାଜର ହେଲେନି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି । ମନି ଲଣ୍ଡରିଂ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବାର ଥିଲା । ଅସୁସ୍ଥତା କାରଣରୁ ସେ ହାଜର ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ । ଆସନ୍ତା ୭ ତାରିଖରେ ହାଜର ପାଇଁ କୋର୍ଟ…

ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର (କେନ୍ୟୁଜ) :  ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ED ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ…

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ଦେବେ ଇଣ୍ଟିଗ୍ରେଟେଡ୍‌ ଆଇନ୍‌ ପରୀକ୍ଷା, ଏନେଇ କୋର୍ଟଙ୍କୁ ଅନୁମତି ମାଗିଲେ ଓକିଲ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା। ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍‌ ଆଇନ୍‌ ପରୀକ୍ଷା ଦେବେ । ଏନେଇ ତାଙ୍କ ଓକିଲ କୋର୍ଟଙ୍କୁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ଜେଲ୍‌ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ହନିଟ୍ରାପ ଓ ବ୍ଲାକମେଲ…

ହାତରୁ ଗଲା ବଙ୍ଗଳା, ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍‌ କୋଠା ଆଟାଚ୍‌

ଭୁବନେଶ୍ୱର (କେନ୍ୟୁଜ): ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍‌ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌…

ଅର୍ଚ୍ଚନା ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ୱର(କେନ୍ୟୁଜ୍‌) : ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି । ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି ।…

ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ଇଡି

ଭୁବନେଶ୍ବର(କେନ୍ୟୁଜ୍): ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ଆସନ୍ତାକାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ…