ଅର୍ଚ୍ଚନାଙ୍କ ସମ୍ପତ୍ତି ତାଲିକା କହିଲେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ, ନଜର ପକାନ୍ତୁ କେମିତି ଜିରୋରୁ କୋଟିପତି ହେଲେ
କେନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନାଙ୍କ ରାଜ୍ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ…