ପ୍ରତିଦିନ ୭ ଟଙ୍କା ସଞ୍ଚୟ କରି ପାଇବେ ୫୦୦୦ ଟଙ୍କା ପେନସନ୍, ଆପଣଙ୍କୁ ଜଣା ଅଛି ତ ଏହି ଖାସ୍ ଯୋଜନା ବିଷୟରେ
ସମସ୍ତେ ଚାହାଁନ୍ତି ବୁଢ଼ାକାଳେ ସେମାନଙ୍କ ଜୀବନ ଆରାମରେ କଟୁ । ଆଉ ଏଥିପାଇଁ ଦରକାର ଟଙ୍କା । ବାର୍ଦ୍ଧକ୍ୟରେ ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ବ୍ୟକ୍ତି ନିଜର ସଞ୍ଚୟକୁ ଉପଯୁକ୍ତ ଯାଗାରେ ନିବେଶ କରିଥିବ । ଏପରି ସ୍ଥିତିରେ ଦେଶର ଅସଙ୍ଗଠିତ…