Browsing Tag

auto news

ଭାରତରେ ମିଳିବାକୁ ଯାଉଛି ଏହିସବୁ ବେଷ୍ଟ ହାଇବ୍ରିଡ୍ କାର୍, ଜାଣନ୍ତୁ ଦାମ୍

ହାଇବ୍ରିଡ୍ କାରରେ ଏକ ଇଣ୍ଟରନାଲ କମ୍ବଶନ ଇଞ୍ଜିନ୍ ଅଛି ଏବଂ ସେହି ସମୟରେ କାରର ଇଞ୍ଜିନ ମଧ୍ୟ ଇଲେକ୍ଟ୍ରିକ ମୋଟର ସହିତ ସଂଯୁକ୍ତ । ଭାରତୀୟ ବଜାରରେ ହାଇବ୍ରିଡ୍ କାରଗୁଡିକର ଅନେକ ଅପ୍ସନ ଅଛି । ହାଇବ୍ରିଡ୍ କାର୍ ଅପ୍ସନଗୁଡ଼ିକରେ ଟୟୋଟା ଠାରୁ ବିଏମଡବ୍ଲୁ ପର୍ଯ୍ୟନ୍ତ ଅନେକ କାର…

ଖରାଦିନେ କାରର AC ପରଫର୍ମାନ୍ସ କିପରି ବଢ଼ାଇବେ? ଜାଣନ୍ତୁ ଫାଷ୍ଟ ସଲ୍ୟୁସନ୍

ଗ୍ରୀଷ୍ମ ଋତୁରେ କାରରେ ଯାତ୍ରା କରିବା ଖୁବ ଆରାମଦାୟକ । ଗ୍ରୀଷ୍ମ ଋତୁରେ କାରରେ ଥିବା ଏସି (ଏୟାର କଣ୍ଡିସନର) ଲୋକଙ୍କୁ ଆରାମ ଦେଇଥାଏ । କିନ୍ତୁ, ବେଳେବେଳେ ଏସି ଚାଲିବା ପରେ ମଧ୍ୟ କାର ଗରମ ରହିଥାଏ । ଏସି କ୍ରମାଗତ ଭାବରେ ଚାଲିବା ପରେ ମଧ୍ୟ କାରରେ ଥଣ୍ଡା ହୋଇନଥାଏ । ଏହା ପଛରେ ଅନେକ…

ବାଇକ୍ ବନ୍ଦ କରିବାକୁ ପ୍ରଥମେ କ୍ଲଚ୍ ଦବାଇବେ କି ବ୍ରେକ୍? ବହୁତ କମ୍ ଲୋକ ଜାଣନ୍ତି ସଠିକ୍ ଉପାୟ

ଭାରତର ଅଧିକାଂଶ ଲୋକ ମୋଟରସାଇକେଲ ବ୍ୟବହାର କରନ୍ତି । ପ୍ରାୟ ସମସ୍ତେ ବାଇକ୍ ଚଲାନ୍ତି । କିନ୍ତୁ ଅନେକ ଥର ଲୋକମାନେ କ୍ଲଚ୍, ବ୍ରେକ୍ କିମ୍ବା ଗିଅର୍ କିପରି ସଠିକ୍ ଭାବରେ ବ୍ୟବହାର କରିବେ ଜାଣନ୍ତି ନାହିଁ । କିଛି ଜିନିଷ ବିଷୟରେ ସେମାନଙ୍କର ସଠିକ୍ ସୂଚନା ନଥାଏ, ଯେଉଁ କାରଣରୁ ସେମାନେ…

କାର ପଛରେ କାହିଁକି ଲେଖାଯାଇଥାଏ ‘L’? ଜାଣନ୍ତୁ କ’ଣ ଏହାର ଅର୍ଥ

ଆମ ଦୈନନ୍ଦିନ ଜୀବନରେ ଆମେ ଏଭଳି ଅନେକ ଜିନିଷ ପ୍ରତିଦିନ ଦେଖିଥାଉ କିନ୍ତୁ ଏହାର ଅର୍ଥ କ'ଣ ଆମେ ଜାଣିନଥାଉ । ଏହା ଉପରେ କେବେ ଅଧିକ ଧ୍ୟାନ ମଧ୍ୟ ଦେଇନଥାଉ କିନ୍ତୁ ଏହି ଜିନିଷ ବିଷୟରେ ଜାଣିବା ଦ୍ୱାରା ଆମର ହିଁ ସୁବିଧା ହୋଇଥାଏ । ସେହିଭଳି ରାସ୍ତାରେ ଯିବା ଆସିବା କରିବା ସମୟରେ ଆପଣ ହୁଏତ…

ଲଞ୍ଚ ହେଲା Vespaର ନୂଆ ସ୍ପେଶାଲ ଏଡିସନ ସ୍କୁଟର, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vespa ଏକ ପ୍ରତିଷ୍ଠିତ ସ୍କୁଟର ବ୍ରାଣ୍ଡ ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଭାରତରେ ମଧ୍ୟ ଏହି ଇଟାଲୀ କମ୍ପାନୀ ବହୁ ଦଶନ୍ଧି ଧରି ରହିଛି । ଦୀର୍ଘ ଦିନ ଧରି ସ୍ଥାନୀୟ OEM ସହିତ ସହଭାଗିତାରେ କମ୍ପାନୀ ରହିଥିଲା । କିନ୍ତୁ ଗତ ଦଶନ୍ଧିରେ ଏହା ଏକ ସ୍ୱାଧୀନ କମ୍ପାନୀ ଭାବରେ ରହିଛି । ଏବେ…

Uber ଟ୍ୟାକ୍ସି ଡ୍ରାଇଭର ୧ ବର୍ଷରେ ରୋଜଗାର କଲେ ୨୩ ଲକ୍ଷ ଟଙ୍କା, ରୋଜଗାର ମାଧ୍ୟମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ଜଣେ ୭୦ ବର୍ଷିୟ Uber ଟ୍ୟାକ୍ସି ଡ୍ରାଇଭର ୨୦୨୨ ମସିହାରେ ତାଙ୍କର ପ୍ରାୟ ୩୦ ପ୍ରତିଶତ ରାଇଡ୍‌ କ୍ୟାନ୍ସଲ କରିଥିଲେ । ତଥାପି ସେ ଗୋଟିଏ ବର୍ଷରେ ୨୮,୦୦୦ ଡଲାର ବା ୨୩.୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ସେ କେବଳ ୧୦ ପ୍ରତିଶତ ରାଇଡ୍‌ କରାଇଥିଲେ । ତେବେ ଦେଖିବା ପାଇଁ ଗଲେ ସେ…

ଛିଃ ଇଏ କି ମଜା! ହୋଲିରେ ପାଣି ଭର୍ତ୍ତି ବେଲୁନ୍‌ ମାଡ଼ କରିବାରୁ ଓଲଟିଲା ଯାତ୍ରୀବାହୀ ଅଟୋ, ଭାଇରାଲ ହେଉଛି ଛାତିଥରା…

ହୋଲିର ମଜା ପାଲଟିଲା ସଜା। ହୋଲିରେ ମଜା କରିବା କିଛି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ଉତ୍ତର ପ୍ରଦେଶର ବାଗପତରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଚଳନ୍ତା ଅଟୋ ଉପରକୁ କିଛି ଲୋକ ମଜାରେ ପାଣି ଭର୍ତ୍ତି କରି ବେଲୁନ୍‌ ଫିଙ୍ଗିଥିଲେ। ଫଳରେ ଅଟୋଟି…

ଦିଲ୍ଲୀ ଓ ମୁମ୍ବାଇରେ ୪.୫ ଲକ୍ଷ ଟଙ୍କାରେ ମିଳୁଛି ଇଲେ୍ଟ୍ରୋନିକ୍ କାର, ଫିଚର୍ ରହିଛି ଦମଦାର

ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଛି । ଯାହା ପାଇଁ ଅନେକ ଲୋକ ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ଏମିତିକି ଏକ ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଯାନ ଗୁଡ଼ିକର ବିକ୍ରି ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି।…