Browsing Tag

Auto overturned

ବଜ୍ରକବାଟି କେନାଲ ରାସ୍ତାରେ ଓଲଟିଲା ମାଲ ବୁହା ଅଟୋ, ଅଳ୍ପରେ ବର୍ତ୍ତିଲେ ଡ୍ରାଇଭର

କଟକ : କଟକ ବଜ୍ରକବାଟି ସ୍ଥିତ କେନାଲ ରାସ୍ତାରେ ଓଲଟିଲା ମାଲ ବୁହା ଅଟୋ । ବଜ୍ରକବାଟିରେ ଡ୍ରେନ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କଡର ଖାଲରେ ଓଲଟି ପଡିଥିଲା ଅଟୋ । ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ଜଣା ପଡି ନଥିଲା ରାସ୍ତା । ଯାହା ଫଳରେ ଅଟୋ ସେହି ଖାଲରେ ଗଳି ପଡିଥିଲା । ଅଟୋ…

ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୧୦ ଜଣ ଆହତ

ନରସିଂହପୁ (କେନ୍ୟୁଜ): ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଫଳରେ ଅଟୋରେ ଥିବା ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରେ ଘଟିଛି। ସୂଚନା ଅନୁସାରେ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମହିଳା ଶ୍ରମିକ ମୃତ, ୧୭ଆହତ, ୩ ଗୁରୁତର

ରାୟଗଡ଼ା (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ଏହି ଦୁର୍ଘଟଣାରେ ୧୭ ଶ୍ରମିକ ଆହତ ଥିଲାବେଳେ ୩ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଅଟୋରେ ୧୮ ଜଣ ମହିଳା ଶ୍ରମିକ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ୭ ଆହତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ସହର ନିକଟରେ ଥିବା ଲେଡବନ୍ଧ ଘାଟିରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି । ଫଳରେ ସେଥିରେ ଯାତ୍ରା କରୁଥିବା ୧୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଆହତ ମାନଙ୍କୁ ମୋହନା…

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ, ୮ ଆହତ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗର ଥାନା ପଳିକିରୀ ଛକ ନିକଟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟିପଡିଛି। ଫଳରେ ଏଥିରେ ଯାଉଥିବା ପ୍ରାୟ ୧୦ରୁ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ…

କନ୍ଧମାଳ : ଡମ୍ଫର ଧକ୍କାରେ ଛିଟିକି ଗଲା ଅଟୋ, ୬ ଯାତ୍ରୀ ଗୁରୁତର

କନ୍ଧମାଳ (କେନ୍ୟୁଜ): ଅଟୋ ଓ ଡମ୍ପର ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଳକ୍ ଅଂଚଳରେ । ଆଜି ସକାଳ ପ୍ରାୟ ୯ଟା ସମୟରେ ଫିରିଙ୍ଗିଆ ବ୍ଳକ୍ ଅନ୍ତର୍ଗତ ବନ୍ଧଗଡରୁ ଏକ ଅଟୋରେ ସାରଙ୍ଗଡ…