Below header
Browsing Tag

automobiles

କାର ଅପେକ୍ଷା ଅଧିକ ଶକ୍ତିଶାଳୀ ଇଞ୍ଜିନ୍ ଅଛି ଏହି ବାଇକରେ, ଟପ୍ ସ୍ପିଡ୍ ୨୦୦ କିଲୋମିଟରରୁ ଅଧିକ

ଅନେକ ଲୋକଙ୍କ ଧାରଣା ଥାଏ ଯେ ବାଇକ୍ ର ଇଞ୍ଜିନ କାର ଠାରୁ ଉନ୍ନତ ମାନର ନଥିବ। କିନ୍ତୁ ଆମେ ଆଜି ଏମିତି ବାଇକ୍ ବିଷୟରେ କହିବାକୁ ଯାଉଛୁ ଏହି ବାଇକରେ କାର ଅପେକ୍ଷା ଅଧିକ ଶକ୍ତିଶାଳୀ ଇଞ୍ଜିନ୍ ରହିଛି । ପୁଣି ଏହାର ଟପ୍ ସ୍ପିଡ୍ ୨୦୦ କିଲୋମିଟରରୁ ଅଧିକ। ତେବେ ଆସନ୍ତୁ ଜାଣିବା ଏହାର ଦମଦାର…

ଏଲନ୍ ମସ୍କକୁ ନିତିନ ଗଡକରୀଙ୍କ ଅଫର, ବର୍ତ୍ତମାନ ଟେସଲାକୁ ମିଳିପାରେ ଭାରତରେ ଏଣ୍ଟ୍ରି

ଏଲନ୍ ମସ୍କଙ୍କୁ ସମସ୍ତେ ଜାଣନ୍ତି ଖାସ କରି ତାଙ୍କର ଟେସଲା କାର କମ୍ପାନୀ ପାଇଁ । ସେ ପୁଣି ବିଶ୍ୱର ଜଣେ ଧନୀ ମଧ୍ୟରେ ଗଣା। ପୁଣି ଏବେ ଏଲନ ମସ୍କ୍ ଟୁଇଟର କିଣିବା ପରେ ତାଙ୍କୁ ଅନେକ ଅଫର୍ ମଧ୍ୟ ଆସୁଛି। ଏମିତିକି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଅଫର ମଧ୍ୟ ତାଙ୍କୁ ମିଳିଛି ।…

ରେସିଂ ପାଇଁ ମାର୍କେଟକୁ ଆସିଲା ଡିଜାଇନ୍ ହୋଇଥିବା ନୂଆ ଟିଭିଏସ୍ ବାଇକ୍, ରହିଛି ୬-ସ୍ପିଡ୍ ଗିଅର୍

ଗାଡ଼ି ଚଲାଇବା ଅନେକ ଲୋକଙ୍କ ବଡ଼ ସୌକ। ଏମିତିକି କିଛି ଲୋକ ନିଜ ପାଇଁ ବିଭିନ୍ନ ପ୍ରକାରର ଗାଡ଼ି କିଣି ଥାଆନ୍ତି। ସେଥିରେ କିଛି ଜଣ ରେସିଂ କରିବାକୁ ମଧ୍ୟ ଖୁବ୍ ପସନ୍ଦ କରନ୍ତି। ତେବେ ସେମାନଙ୍କ ପାଇଁ ମାର୍କେଟକୁ ଆସିଛି ନୂଆ ଡିଜାଇନ୍ ହୋଇଥିବା ଟିଭିଏସ୍ ବାଇକ୍, ଯେଉଁଥିରେ ଆପଣ ପାଇବେ…

ଲଞ୍ଚ ହେଲା ହୋଣ୍ଡା ସିଟି ଇ HEV ହାଇବ୍ରିଡ୍, ଏବେ ଉଭୟ ବିଦ୍ୟୁତ ଏବଂ ପେଟ୍ରୋଲରେ ଚାଲିବ ଗାଡ଼ି

ଦିନକୁ ଦିନ ବଢ଼ିବାରେ ଲାଗିଛି ଅଟୋମୋବାଇଲ ଚାହିଦା। ସେଥିପାଇଁ ବର୍ତ୍ତମାନ ଫୋନ୍ କମ୍ପାନୀ ଓ ଗାଡ଼ି କମ୍ପାନୀ ଗୁଡ଼ିକ ମଧ୍ୟ ନୂଆ ନୂଆ ଗାଡ଼ି ଓ ସ୍ମାର୍ଟଫୋନ୍ ତିଆରି କରୁଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ତେଲ ଦର ବଢିବାରେ ଲାଗିଛି। ସେଥି ପାଇଁ ଅନେକ ଲୋକ ଇଲେକ୍ଟ୍ରୋନିକ ବାଇକ୍ ଓ କାର…

ଆରମ୍ଭ ହେଲା Maruti Suzuki Xl6 SUVର ବୁକିଂ, ଖୁବ କମ ତେଲ ଖର୍ଚ୍ଚ ସହ ଦାମ ରହିଛି ପୁରା ଶସ୍ତା

ମାରୁତି ସୁଜୁକି ଏବେ ଭାରତରେ ଅନେକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ସାମିଲ ରହିଛି XL6 SUV ଏବଂ Ertiga Facelift । କମ୍ପାନୀ ପ୍ରଥମେ ଏହି ଦୁଇ ମଡେଲର ବୁକିଂ ଆରମ୍ଭ କରିସାରିଛି। ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି କମ୍ପାନୀ ଦାବି କରିଛି। ଏହାର ସାଇଜ ଓ ଫିଚର୍ସ ମଧ୍ୟ…

ଆରମ୍ଭ ହେଲା Yamaha MT 15 V2 ର ବୁକିଂ, ଏହି ପାୱାରଫୁଲ୍ ବାଇକରେ ମିଳିବ ଅପଡେଟ୍ ଫିଚର

ବର୍ତ୍ତମାନ ଭାରତରେ ନୂଆ ନୂଆ ଗାଡି ହେଉ କିମ୍ବା ଫୋନ୍ ଲଞ୍ଚ ହେଉଛି। କାରଣ ଦିନକୁ ଦିନ ଅଟୋମୋବାଇଲର କ୍ରେଜ୍ ବଢ଼ିବାକୁ ଲାଗୁଛି। ଯୁବପିଢ଼ି ମଧ୍ୟ ଏହି ନୂଆ ନୂଆ ଷ୍ଟାଇଲକୁ ଖାସ କରି ପସନ୍ଦ କରୁଛନ୍ତି। ତେବେ ବାଇକ୍ ପ୍ରେମୀଙ୍କ ପାଇଁ ୟାମାହ ଆଣିଛି ଖୁସି ଖବର । Yamaha MT 15 V2.0…

ଗିନିଜ ବୁକ ଅଫ ଓ୍ଵାଲର୍ଡ ଲିଷ୍ଟରେ ଦୁନିଆର ସବୁଠୁ ଛୋଟ କାର, ୧ ଲିଟର ପେଟ୍ରୋଲରେ ଯାଏ ଏତିକି କିଲୋମିଟର 

କାରକୁ ନେଇ ଅନେକ ଲୋକଙ୍କ ସଉକ ରହିଥାଏ। ସେଥିପାଇଁ ଏବେ ମାର୍କେଟକୁ ବିଭିନ୍ନ ମଡେଲର କାର ଆସୁଛି। ଏହାର ଦାମ ମଧ୍ୟ ସେମିତି ରଖାଯାଉଛି ଅବା ସ୍ପେଶାଲ ସିଜିନ ରେ ଭାରି ଡିସକାଉଣ୍ଟ ଦିଆଯାଉଛି। ଆଜି କିନ୍ତୁ ଭିଡ଼ିଓରେ ଆମେ ଯେଉଁ କାର ଦେଖାଇବୁ ତାହା ରହିଛି ସମ୍ପୂର୍ଣ୍ଣ ଅଲଗା। ଏହାର ଡିଜାଇନ…

ମାତ୍ର ୩୫ ହଜାର ଟଙ୍କାରେ କିଣନ୍ତୁ Maruti Alto CNG, ଫିଚର୍ସ ରହିଛି ଦମଦାର

ମାରୁତି ଅଲ୍ଟୋକୁ ଭାରତରେ ଖୁବ ପସନ୍ଦ କରାଯାଏ। ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କମ୍ପାନୀ ଏବେ ପୁଣିଥରେ ଲାଟେଷ୍ଟ ମଡେଲ ବାହାର କରିଛି। ଏହାର ଦାମ କମ ହୋଇଥିବା କାରଣରୁ ଏବଂ ଏହାର ମାଇଲେଜ ଭଲ ହୋଇଥିବା କାରଣରୁ ଗ୍ରାହକଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ଏବେ ଆପଣ maruti alto cng…

ଭାରତୀୟ ମାର୍କେଟରେ ଲଞ୍ଚ ହେବ Dzire CNG, ଯାହା ଆପଣଙ୍କୁ ଦେବ ମହଙ୍ଗା ପେଟ୍ରୋଲରୁ ମୁକ୍ତି

ବର୍ତ୍ତମାନ ଅନେକ ପ୍ରକାରର ଗାଡ଼ି କମ୍ପାନୀମାନେ, ଗାଡ଼ି ମାର୍କେଟରେ ଲଞ୍ଚ କରୁଛନ୍ତି। ଖାସ କରି ଇଲେକ୍ଟ୍ରିକ କାର କମ୍ପାନୀ ଇଲେକ୍ଟ୍ରିକ କାର ଆଣୁଛି ମାର୍କେଟକୁ। ଯେହେତୁ ତେଲ ଦର ବଢିବାରେ ଲାଗିଛି ଏହାର ଲାଭ ଉଠାଉଛନ୍ତି ଇଲେକ୍ଟ୍ରିକ ଗାଡ଼ି କମ୍ପାନୀ। ତେବେ ସେଲେରିଓ ପରେ ମାରୁତି…

୩ ଲକ୍ଷରୁ କମ୍‌ ଦାମ୍‌ରେ ବିକ୍ରି ହେଉଛି ଏହି CNG ଗାଡ଼ି; ଦୂର ହୋଇଯିବ ମହଙ୍ଗା ପେଟ୍ରୋଲ-ଡିଜେଲ ଚିନ୍ତା!

ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇବା ହେତୁ ଏବେ ସିଏନଜି ଗାଡ଼ିଗୁଡ଼ିକର ଡିମାଣ୍ଡ ବହୁତ ବଢ଼ି ଯାଇଛି। ଯଦି ଆପଣ ନୂଆ ସିଏନ୍‌ଜି କାର୍ କିଣିବାକୁ ଚାହୁଁଛନ୍ତି, ତ ଏହା ଉପରେ ଲମ୍ବା େଓ୍ଵଟିଂ ପରିୟଡ୍‌ ଚାଲିଛି। ଏହା ବ୍ୟତୀତ ନୂଆ ଗାଡ଼ି ବହୁତ ମହଙ୍ଗା ମଧ୍ୟ ପଡ଼ୁଛି। ଏମିତି ସ୍ଥିତିରେ…

ଭାରତରେ ଲଞ୍ଚ ହେଲା ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର, ୧୦୦ କିଲୋମିଟର ପର୍ଯ୍ୟନ୍ତ ଯିବା ସହିତ ରହିଛି ଦମଦାର…

ମାର୍କେଟରେ ବର୍ତ୍ତମାନ ବିଭିନ୍ନ ପ୍ରକାର ନୂଆ ଡିଜାଇନ୍ ଗାଡ଼ି ଆସିବାରେ ଲାଗିଛି। ତେଲ ଦର ବଢିବା ପରେ ଅନେକ ଗ୍ରାହକ ଏବେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଏହାର ଦାମ୍ ମଧ୍ୟ ପେଟ୍ରୋଲ ଗାଡ଼ି ଭଳି ସମାନ ରହୁଛି। ପୁଣି ଏହା ଭଲ ମାଇଲେଜ୍ ମଧ୍ୟ ଦେଉଛି। ଠିକ୍ ସେମିତି…

କିଣନ୍ତୁ ୩୦ କିଲୋମିଟରରୁ ଅଧିକ ମାଇଲେଜ୍ ଏବଂ ବହୁତ କମ୍ ଦାମରେ ଭାରତର ୫ଟି ବେଷ୍ଟ CNG କାର୍

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ଏମିତିକି ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ମଧ୍ୟ ଚାହୁଁଛନ୍ତି ଯେ ଯଦି କମ୍ ଟଙ୍କାରେ ଭଲ ମାଇଲେଜ୍ ଥିବା ଗାଡ଼ି ମିଳିଯିବ ତେବେ ତେଲ ଖର୍ଚ୍ଚ କିଛି ମାତ୍ରାରେ କମ୍ ହୋଇଯିବ। ନିଜ ପକେଟ୍ ମନିକୁ ହୁଏତ ସେମାନେ କିଛି…