Below header
Browsing Tag

balangir

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ…

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୪ଟି ଟିମ୍

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ…

ନଳକୂପରୁ ବାହାରୁଛି ସୁନାଗୁଣ୍ଡ ! ଏବେ ଜୋରଦାର ଚର୍ଚ୍ଚା

ପାଟଣାଗଡ(କେନ୍ୟୁଜ): ନଳକୂପରୁ ବାହାରୁଛି ସୁନା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ନାନ୍ଦୁପଲା ଗାଁରେ ସୁନା ଖଣି ଥିବା ନେଇ ଏବେ ଚର୍ଚ୍ଚା । ଚାଷ ଜମିରେ ଖୋଳାଯାଇଥିବା ନଳକୂପରୁ ସୁନା ବାହାରୁଥିବା ଚର୍ଚ୍ଚା ଚାଲିଛି । ଗତ ୨ ଦିନ ପୂର୍ବରୁ ଗାଁର ମୋହବତ…

ହୋଲିରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ

ବଲାଙ୍ଗିର(କେନ୍ୟୁଜ): ହୋଲିରେ ଅଘଟଣ । ଖେଳିସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର କନପାଲି ପଡ଼ାର ରାହୁଲ ଭାଟି ନାମକ ଯୁବକ ଆଜି ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁର୍ଭାଗ୍ୟ ବଶତଃ ତାଙ୍କ…

ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି:ବିଜେଡିର ମହିଳା କାଉନସିଲର ଆହତ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ…

ସ୍ତ୍ରୀ ଶିକ୍ଷୟିତ୍ରୀ କିନ୍ତୁ ସ୍ବାମୀଙ୍କ ଚାଲୁଛି ରାଜ୍, ୫ ଛାତ୍ରୀଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

ବଲାଙ୍ଗିର(କେନ୍ୟୁଜ୍):  ସ୍କୁଲ ପରିସରରେ ଛାତ୍ରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ସନ୍ଧିତରା ସ୍କୁଲରେ ଘଟିଛି ଏପରି ଘଟଣା । ପାଞ୍ଚ ଜଣ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତୀ ଦୀ ଙ୍କ ସ୍ୱାମୀ ରୁଦ୍ର କୁମ୍ଭାର ସ୍କୁଲକୁ ଆସି…

ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋଡ଼ା ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗିିର (କେନ୍ୟୁଜ): ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବଲାଙ୍ଗିିର ଜିଲ୍ଲା ସଇଁତଲା ବ୍ଲକ ଦେଢ଼ଲ ଗାଁ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ସଇଁତଲା ପୋଲିସ। ଜଙ୍ଗଲ ଭିତରେ ମହିଳାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ତାଙ୍କ ନାଁ ରତିନି…

ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି : କଣ୍ଟାବାଂଜି ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସଲୁଜା ହଙ୍ଗାମା କରିଛନ୍ତି । ବିଜୁ କେବିକେ ଫଣ୍ଡକୁ ନେଇ ବଲାଙ୍ଗିର ଜିଲ୍ଳାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଥା କଟାକଟି ହୋଇଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ…

ଓଡିଶା ପାଇଁ ଗର୍ବ, କେବିସିର ହଟ୍‌ ସିଟ୍‌ରେ ବସିବେ ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀ

(କେନ୍ୟୁଜ): ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ର ହଟ୍ ସିଟ୍ ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ। ସମ୍ବିତ ହେଉଛନ୍ତି…

ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା: ୨ ଜଣ ନିହତ

ବଲାଙ୍ଗିର(କେନ୍ୟୁଜ୍):ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା। ଗତକାଲି ରାତିରେ ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଛି।ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରେ ୫ ଟି ଏସଓଜି ଟିମ ନିୟୋଜିତ ଥିଲେ। ଗତକାଲି…

କଅଁଳ କାନ୍ଧରେ ପରିବାର ବୋଝ, ଖେଳିବା ବୁଲିବା ବୟସରେ ପୋଷୁଛି ଦୁଇ ଦୁଇଟା ପେଟ

ବଲାଙ୍ଗିର(କେନ୍ୟୁଜ୍‌):ବାପା ନାହାନ୍ତି । ମାଆ ରୋଗୀଣା । ସାନ ଭାଇ ସାତ ସାନ । ତେଣୁ ୧୨ ବର୍ଷର ପୁଅ ଦାୟିତ୍ୱ ନେଉଛି ପରିବାରର । ଭୋର ୫ ଟା ରୁ ଆଠ ଟା, ହକ୍କର କାମ କରୁଛି । ସକାଳ ୧୦ଟା ରୁ ୪ଟା ସ୍କୁଲ୍ ଯାଉଛି, ଆଉ ସନ୍ଧ୍ୟା ୫ଟା ରୁ ୮ଟା ସାଇକେଲ ଦୋକାନରେ କାମ କରୁଛି । ସେ ଯାହା…

ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସ କରୁଛି ତଦନ୍ତ

ବଲାଙ୍ଗିର(କେନ୍ୟୁଜ୍):  କାଲି ନିଖୋଜ ଥିଲେ ଯୁବତୀ, ଆଜି ମିଳିଲା ମୃତଦେହ । ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀ ଅଷ୍ଟାମୀ ବକୁଳଙ୍କ ମୃତଦେହ ଉଦ୍ଧାର । ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଓ…